ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

Madhusudan Das Picture
Published On

ଆନନ୍ଦପୁର: ଘରେ ଶୋଇଥିବା ବେଳେ ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ । ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ । ନିଆଁରେ ଜଳି ଯୁବକ ମୃତ । ମୃତକ ହେଲେ ଆନନ୍ଦପୁର ଥାନା ନିକଟ ବଡ଼ଦାଣ୍ଡ ସାହିର ଦେବେନ୍ଦ୍ର ମିଶ୍ର । ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘର ଭିତରେ ହଠାତ୍ ନିଆଁ ଲାଗିଯାଇଥିଲା । ପଡ଼ୋଶୀ ଲୋକ ନିଆଁ ଲାଗିବା ଦେଖି ଦମକଳ ବାହିନୀ କୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ବେଳକୁ ଦେବେନ୍ଦ୍ର ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ସିଗାରେଟ୍ ରୁ ନିଆଁ ଲାଗିଥିବା ସନ୍ଦେହ କରାଯଉଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

06 Mar 2026 By Madhusudan Das

ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଆନନ୍ଦପୁର: ଘରେ ଶୋଇଥିବା ବେଳେ ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ । ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ । ନିଆଁରେ ଜଳି ଯୁବକ ମୃତ । ମୃତକ ହେଲେ ଆନନ୍ଦପୁର ଥାନା ନିକଟ ବଡ଼ଦାଣ୍ଡ ସାହିର ଦେବେନ୍ଦ୍ର ମିଶ୍ର । ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘର ଭିତରେ ହଠାତ୍ ନିଆଁ ଲାଗିଯାଇଥିଲା । ପଡ଼ୋଶୀ ଲୋକ ନିଆଁ ଲାଗିବା ଦେଖି ଦମକଳ ବାହିନୀ କୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ବେଳକୁ ଦେବେନ୍ଦ୍ର ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ସିଗାରେଟ୍ ରୁ ନିଆଁ ଲାଗିଥିବା ସନ୍ଦେହ କରାଯଉଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

https://www.thesakala.in/latest-odisha-news/man-burnt-alive-while-sleeping-at-home/article-45156
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର