ଦୋଳ ପୂର୍ଣ୍ଣିମାରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ କରିବେ ଓ କରିବେନି.....
ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ। ଏହି ଗ୍ରହଣ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିକୋଣରୁ ଖୁବ୍ ମହତ୍ତ୍ବପୂର୍ଣ୍ଣ ରହିବ। ଅବଶ୍ୟ ଗ୍ରହଣକୁ ନେଇ ଧର୍ମ ଶାସ୍ତ୍ରରେ ବିଶେଷ ନିୟମ ରହିଛି। ଏହି ସମୟ ମଧ୍ୟରେ କ’ଣ କରିବା ଉଚିତ ଓ ଅନୁଚିତ, ସେ ସମ୍ପର୍କରେ ଜାଣିବା।
ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ
- ଗ୍ରହଣ କାଳରେ କୌଣସି ପୂଜା ପାଠ କରନ୍ତୁ ନାହିଁ।
- ଗ୍ରହଣ ଲାଗିବା ସମୟରେ ଘରୁ ବାହାରିବା ଅନୁଚିତ। ବିଶେଷକରି ଗର୍ଭବତୀ ଘରୁ ବାହାରିବା ଭଲ ନୁହେଁ।
- ଗ୍ରହଣ ସମୟରେ ରୋଷେଇ କରିବା ଠିକ୍ ନୁହେଁ।
- ସେହିପରି ଗ୍ରହଣ ଲାଗିବା ସମୟରେ ଖାଦ୍ୟ ଖାଇବା ମନା।
- ତୁଳସୀ, ଅଶ୍ବତ୍ଥ, ବରଗଛକୁ ସ୍ପର୍ଶ କରିବା ଅନୁଚିତ।
- ଖାଲି ଆଖିରେ ଗ୍ରହଣକୁ ଦେଖିବା ଭଲ ନୁହେଁ।
- ଗ୍ରହଣ ଶେଷ ପରେ ସ୍ନାନ କରିବା ଶୁଭ।
- ଗ୍ରହଣ ସମାପନ ପରେ ପୂଜାପାଠ ତଥା ଧାର୍ମିକ କାର୍ଯ୍ୟ କରାଯାଇପାରିବ।
- ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଏହାଦ୍ବାରା ପରିବେଶ ଶୁଦ୍ଧ ହୋଇଥାଏ।
02 Mar 2026
By Madhusudan Das
ଦୋଳ ପୂର୍ଣ୍ଣିମାରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ କରିବେ ଓ କରିବେନି.....
ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ। ଏହି ଗ୍ରହଣ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିକୋଣରୁ ଖୁବ୍ ମହତ୍ତ୍ବପୂର୍ଣ୍ଣ ରହିବ। ଅବଶ୍ୟ ଗ୍ରହଣକୁ ନେଇ ଧର୍ମ ଶାସ୍ତ୍ରରେ ବିଶେଷ ନିୟମ ରହିଛି। ଏହି ସମୟ ମଧ୍ୟରେ କ’ଣ କରିବା ଉଚିତ ଓ ଅନୁଚିତ, ସେ ସମ୍ପର୍କରେ ଜାଣିବା।
- ଗ୍ରହଣ କାଳରେ କୌଣସି ପୂଜା ପାଠ କରନ୍ତୁ ନାହିଁ।
- ଗ୍ରହଣ ଲାଗିବା ସମୟରେ ଘରୁ ବାହାରିବା ଅନୁଚିତ। ବିଶେଷକରି ଗର୍ଭବତୀ ଘରୁ ବାହାରିବା ଭଲ ନୁହେଁ।
- ଗ୍ରହଣ ସମୟରେ ରୋଷେଇ କରିବା ଠିକ୍ ନୁହେଁ।
- ସେହିପରି ଗ୍ରହଣ ଲାଗିବା ସମୟରେ ଖାଦ୍ୟ ଖାଇବା ମନା।
- ତୁଳସୀ, ଅଶ୍ବତ୍ଥ, ବରଗଛକୁ ସ୍ପର୍ଶ କରିବା ଅନୁଚିତ।
- ଖାଲି ଆଖିରେ ଗ୍ରହଣକୁ ଦେଖିବା ଭଲ ନୁହେଁ।
- ଗ୍ରହଣ ଶେଷ ପରେ ସ୍ନାନ କରିବା ଶୁଭ।
- ଗ୍ରହଣ ସମାପନ ପରେ ପୂଜାପାଠ ତଥା ଧାର୍ମିକ କାର୍ଯ୍ୟ କରାଯାଇପାରିବ।
- ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଏହାଦ୍ବାରା ପରିବେଶ ଶୁଦ୍ଧ ହୋଇଥାଏ।
https://www.thesakala.in/latest-odisha-news/what-do-and-dont-during-lunar-eclipse/article-45085