ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ
ମାଲକାନଗିରି: ଭିଜିଲାନ୍ସ ଜାଲରେ ଜେଇ । ଲାଞ୍ଚ ନେବାବେଳେ ମାଲକାନଗିରି ଜିଲ୍ଲା ସଦର ମହକୁମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପ୍ରଦେଶ ପ୍ରସାଦ । ପ୍ରଦେଶ ପ୍ରସାଦଙ୍କ ଅନ୍ୟ ଦୁଇ ଜାଗାରେ ମଧ୍ୟ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ ।
03 Feb 2026
By Madhusudan Das

https://www.thesakala.in/latest-odisha-news/junior-engineer-of-malkangiri-electricity-department-caught-in-vigilance-net/article-44384