‘ଡାହାଣୀ’ ଶବ୍ଦ ଉପରେ କଟକଣା ପାଇଁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଡାହାଣୀ ସନ୍ଦେହରେ ବହୁ ଲୋକଙ୍କ ଜୀବନ ଯାଉଛି। ବହୁ ମହିଳା ଆକ୍ରମଣର ଶିକାର ହେଉଛନ୍ତି। ସେମାନଙ୍କୁ ସାମାଜିକ ବାସନ୍ଦ ବି କରାଯାଉଛି। କିଛି ଲୋକେ ନିଜର ସ୍ୱାର୍ଥପୂରଣ ପାଇଁ ଲୋକଙ୍କୁ ଡାହାଣୀ ସଜାଇ ଦେଉଛନ୍ତି। ଦିନକୁ ଦିନ ଏହି ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଓଡ଼ିଶା ମାନବାଧିକାର ଆୟୋଗ। ଡାହାଣୀ ଶବ୍ଦ ବ୍ୟବହାର ଉପରେ ଓଏଚ୍‌ଆର୍‌ସିଙ୍କ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନରେ ପରିବର୍ତ୍ତନ କରି ଡାହାଣୀ ଶବ୍ଦ ହଟାଇବାକୁ ରାଜ୍ୟ ମାନବାଧିକ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

31 Jan 2026 By Madhusudan Das

‘ଡାହାଣୀ’ ଶବ୍ଦ ଉପରେ କଟକଣା ପାଇଁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଡାହାଣୀ ସନ୍ଦେହରେ ବହୁ ଲୋକଙ୍କ ଜୀବନ ଯାଉଛି। ବହୁ ମହିଳା ଆକ୍ରମଣର ଶିକାର ହେଉଛନ୍ତି। ସେମାନଙ୍କୁ ସାମାଜିକ ବାସନ୍ଦ ବି କରାଯାଉଛି। କିଛି ଲୋକେ ନିଜର ସ୍ୱାର୍ଥପୂରଣ ପାଇଁ ଲୋକଙ୍କୁ ଡାହାଣୀ ସଜାଇ ଦେଉଛନ୍ତି। ଦିନକୁ ଦିନ ଏହି ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଓଡ଼ିଶା ମାନବାଧିକାର ଆୟୋଗ। ଡାହାଣୀ ଶବ୍ଦ ବ୍ୟବହାର ଉପରେ ଓଏଚ୍‌ଆର୍‌ସିଙ୍କ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନରେ ପରିବର୍ତ୍ତନ କରି ଡାହାଣୀ ଶବ୍ଦ ହଟାଇବାକୁ ରାଜ୍ୟ ମାନବାଧିକ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର