ଶ୍ରେଷ୍ଠ ମଲ୍ଟି-ସ୍ପେସିଆଲିଟି ପ୍ରାଇଭେଟ୍ ହସ୍ପିଟାଲ ଭାବେ ପୁରସ୍କୃତ ହେଲା ଭୁବନେଶ୍ୱର ମଣିପାଲ ହସ୍ପିଟାଲ

Deviprasad Mohanty Picture
Published On

ଭୁବନେଶ୍ୱର: ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପୁଣିିଥରେ ଏକ ଗୌରବ ଜନକ ସଫଳତା ଅର୍ଜନ କରିଛି ଦେଶବ୍ୟାପୀଦି ଉଇକ୍‌-ହନ୍ସା ରିସର୍ଚ୍ଚ ସର୍ଭେ ୨୦୨୫: ବେଷ୍ଟ ହସ୍ପିଟାଲସ୍ ଇନ ଇଣ୍ଡିଆଅନୁସାରେ ଭୁବନେଶ୍ୱରର ଶ୍ରେଷ୍ଠ ମଲ୍ଟି-ସ୍ପେସିଆଲିଟି ପ୍ରାଇଭେଟ୍ ହସ୍ପିଟାଲ ଭାବେ ମଣିପାଲ ହସ୍ପିଟାଲଙ୍କୁ ସମ୍ମାନିତ କରାଯାଇଛି ଗତ ବର୍ଷ ଧରି ମଣିପାଲ ହସପିଟାଲ ଭୁବନେଶ୍ୱରକୁ ଏହା ହେଉଛି ତୃତୀୟ ସତତ ବର୍ଷ ଯେଉଁଥିରେ ଏହି ସମ୍ମାନ ମଣିପାଲ ହସ୍ପିଟାଲ ପାଇଛି, ଯାହା ତାଙ୍କର ନିୟମିତ କ୍ଲିନିକାଲ ଉତ୍କର୍ଷ, ରୋଗୀ-କେନ୍ଦ୍ରୀକ ସେବା ଅତ୍ୟାଧୁନିକ ଜ୍ଞାନକୌଶଳ ସାହାର୍ଯ୍ୟରେ ସ୍ୱାସ୍ଥ୍ୟସେବା ଉପରେ ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରେ

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପାଟେଲ ଉପସ୍ଥିତିରେ ଦିଲ୍ଲୀ ଲୋକଶୋଭା ସାଂସଦ  ବନସୁରୀ ସ୍ୱରାଜ ପୁରସ୍କାର ଦେଇଥିଲେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏହି ସମ୍ମାନ ଜନକ ପୁରସ୍କାର ଗ୍ରହଣ କରିଥିଲେ ମଣିପାଲ ହସ୍ପିଟାଲ କ୍ଲଷ୍ଟର ଡାଇରେକ୍ଟରସାଉଥ ଇଷ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର ତାଙ୍କ ସହିତ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଡାଇରେକ୍ଟରଅର୍ଥୋପେଡିକ୍ସ ଡାକ୍ତର ସୁନିଲ ଦାଶ ଏବଂ ବରିଷ୍ଠ ସ୍ତ୍ରୀ ପ୍ରସୂତୀ ବିଭାଗର ସିନିୟର କନସଲଟାଣ୍ଟ ଡାକ୍ତର  ହରପ୍ରୀତ କୌର

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଦି ଉଇକ୍‌-ହନ୍ସା ରିସର୍ଚ୍ଚ ସର୍ଭେଭାରତରେ ହସ୍ପିଟାଲ ମାନଙ୍କ ପାଇଁ ଏକ ପ୍ରମୁଖ ମାନଦଣ୍ଡ ଭାବେ ପରିଚିତ ହନ୍ସା ରିସର୍ଚ୍ଚ ଦ୍ୱାରା ପରିଚାଳିତ ଏହି ସର୍ଭେ ରୋଗୀ ସନ୍ତୋଷ, ଚିକିତ୍ସାର ସ୍ୱଛତା, ପାଇପାରିବା ସୁବିଧା, ନବୀନତା ଭଳି ବିଭିନ୍ନ ପାରାମିଟର ଉପରେ ମୂଲ୍ୟାୟନ କରେ ଏହାର ବିଜ୍ଞାନ ସମ୍ମତ ପ୍ରକ୍ରିୟା ଦେଶବ୍ୟାପୀ ପ୍ରସାର ଏହାକୁ ଭାରତରେ ଶ୍ରେଷ୍ଠ ହସ୍ପିଟାଲ ଗୁଡ଼ିକ ଚିହ୍ନଟ କରିବାରେ ଅତ୍ୟନ୍ତ ବିଶ୍ୱସନୀୟ ଅନୁଷ୍ଠାନ ଭାବେ ପରିଚିତ କରିଛି

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ଏହି ସମ୍ମାନ ଅବସରରେ ମଣିପାଲ ହସ୍ପିଟାଲ ଚେୟାରମ୍ୟାନ, ଡାକ୍ତର ସୁଦର୍ଶନ ବଲ୍ଲାଲ କହିଥିଲେ, “ଏହି ସମ୍ମାନ ଆମ ଡାକ୍ତରଙ୍କ ଅଭିଜ୍ଞତା, ନିଷ୍ଠା କ୍ଲିନିକାଲ ଉତ୍କର୍ଷରେ ଆଧାରିତ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ସବୁ ସମୟରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବାକୁ ପ୍ରତ୍ୟେକ ରୋଗୀ ପାଇଁ ସୁଲଭ କରାଇବାକୁ ଅନୁସରଣ କରି ଆସୁଛି

ମଣିପାଲ ହସ୍ପିଟାଲର କ୍ଲଷ୍ଟର ଡାଇରେକ୍ଟରସାଉଥ ଇଷ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର କହିଥିଲେ, “ଲଗାତାର ତୃତୀୟ ବର୍ଷ ଧରି ଏହି ପୁରଷ୍କାର ପାଇ ଆମେ ଅତ୍ୟନ୍ତ ଗର୍ବିତ ଏହା ଆମ ପ୍ରତି ରହିଥିବା ଦୃଢ଼ ଭରସାର ପ୍ରତୀକ ଆମ ସଫଳତାର ରହସ୍ୟ ହେଉଛି ଅଭିଜ୍ଞ ଡାକ୍ତରୀ ଟିମ୍‌, ଆଧୁନିକ  ଜ୍ଞାନ କୌଶଳ ବଂ ପ୍ରତ୍ୟେକ ରୋଗୀ ପାଇଁ ଶ୍ରେଷ୍ଠ ଚିକିତ୍ସା ଦେବା ପ୍ରତି ଆମର ନିୟମିତ ଚେଷ୍ଟା

ମଣିପାଲ ହସ୍ପିଟାଲ ଭୁବନେଶ୍ୱର, ମଣିପାଲ ହସ୍ପିଟାଲସ୍ ନେଟୱାର୍କର ଏକ ଅଂଶ ଭାବେ, ଅନେକ ବିଶେଷ ଚିକିତ୍ସା ବିଭାଗରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଭାବେ ପରିଚିତ ଏହା ରୋଗୀ ମାନଙ୍କୁ ଆଧୁନିକ ସର୍ଜରୀ, ଉନ୍ନତମାନର ଡାଏଗନଷ୍ଟିକ ସେବା, ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଧାରିତ ଚିକିତ୍ସା ପ୍ରଦାନ କରୁଛି ଏହି ସମ୍ମାନ ମଣିପାଲ ହସ୍ପିଟାଲଙ୍କୁ ଓଡ଼ିଶା ପୂର୍ବ ଭାରତରେ ଏକ ବିଶ୍ୱସନୀୟ ସ୍ୱାସ୍ଥ୍ୟ ଗନ୍ତବ୍ୟ ଭାବେ ଆହୁରି ମଜବୁତ କରିଛି ଏହି ସଫଳତା କେବଳ ମଣିପାଲ ହସ୍ପିଟାଲର ନିରନ୍ତର ସ୍ୱାସ୍ଥ୍ୟସେବା ଆଲୋକିତ କରେନି, ବରଂ ଏହା ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ରୋଗୀ ସେବା ମଲ୍ୟଉଚ୍ଚ ଗୁଣବତ୍ତା, ନୀତିସମ୍ମତ ରୋଗୀ-ପ୍ରଥମ ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ଆହୁରି ଦୃଢ଼ କରେ, ଯାହା ଜୀବନକୁ ସୁଧାରେ ଦେଶବ୍ୟାପୀ ମାନକ ସ୍ଥାପନ କରେ

17 Nov 2025 By Deviprasad Mohanty

ଶ୍ରେଷ୍ଠ ମଲ୍ଟି-ସ୍ପେସିଆଲିଟି ପ୍ରାଇଭେଟ୍ ହସ୍ପିଟାଲ ଭାବେ ପୁରସ୍କୃତ ହେଲା ଭୁବନେଶ୍ୱର ମଣିପାଲ ହସ୍ପିଟାଲ

ଭୁବନେଶ୍ୱର: ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପୁଣିିଥରେ ଏକ ଗୌରବ ଜନକ ସଫଳତା ଅର୍ଜନ କରିଛି ଦେଶବ୍ୟାପୀଦି ଉଇକ୍‌-ହନ୍ସା ରିସର୍ଚ୍ଚ ସର୍ଭେ ୨୦୨୫: ବେଷ୍ଟ ହସ୍ପିଟାଲସ୍ ଇନ ଇଣ୍ଡିଆଅନୁସାରେ ଭୁବନେଶ୍ୱରର ଶ୍ରେଷ୍ଠ ମଲ୍ଟି-ସ୍ପେସିଆଲିଟି ପ୍ରାଇଭେଟ୍ ହସ୍ପିଟାଲ ଭାବେ ମଣିପାଲ ହସ୍ପିଟାଲଙ୍କୁ ସମ୍ମାନିତ କରାଯାଇଛି ଗତ ବର୍ଷ ଧରି ମଣିପାଲ ହସପିଟାଲ ଭୁବନେଶ୍ୱରକୁ ଏହା ହେଉଛି ତୃତୀୟ ସତତ ବର୍ଷ ଯେଉଁଥିରେ ଏହି ସମ୍ମାନ ମଣିପାଲ ହସ୍ପିଟାଲ ପାଇଛି, ଯାହା ତାଙ୍କର ନିୟମିତ କ୍ଲିନିକାଲ ଉତ୍କର୍ଷ, ରୋଗୀ-କେନ୍ଦ୍ରୀକ ସେବା ଅତ୍ୟାଧୁନିକ ଜ୍ଞାନକୌଶଳ ସାହାର୍ଯ୍ୟରେ ସ୍ୱାସ୍ଥ୍ୟସେବା ଉପରେ ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରେ

ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପାଟେଲ ଉପସ୍ଥିତିରେ ଦିଲ୍ଲୀ ଲୋକଶୋଭା ସାଂସଦ  ବନସୁରୀ ସ୍ୱରାଜ ପୁରସ୍କାର ଦେଇଥିଲେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏହି ସମ୍ମାନ ଜନକ ପୁରସ୍କାର ଗ୍ରହଣ କରିଥିଲେ ମଣିପାଲ ହସ୍ପିଟାଲ କ୍ଲଷ୍ଟର ଡାଇରେକ୍ଟରସାଉଥ ଇଷ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର ତାଙ୍କ ସହିତ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଡାଇରେକ୍ଟରଅର୍ଥୋପେଡିକ୍ସ ଡାକ୍ତର ସୁନିଲ ଦାଶ ଏବଂ ବରିଷ୍ଠ ସ୍ତ୍ରୀ ପ୍ରସୂତୀ ବିଭାଗର ସିନିୟର କନସଲଟାଣ୍ଟ ଡାକ୍ତର  ହରପ୍ରୀତ କୌର

ଦି ଉଇକ୍‌-ହନ୍ସା ରିସର୍ଚ୍ଚ ସର୍ଭେଭାରତରେ ହସ୍ପିଟାଲ ମାନଙ୍କ ପାଇଁ ଏକ ପ୍ରମୁଖ ମାନଦଣ୍ଡ ଭାବେ ପରିଚିତ ହନ୍ସା ରିସର୍ଚ୍ଚ ଦ୍ୱାରା ପରିଚାଳିତ ଏହି ସର୍ଭେ ରୋଗୀ ସନ୍ତୋଷ, ଚିକିତ୍ସାର ସ୍ୱଛତା, ପାଇପାରିବା ସୁବିଧା, ନବୀନତା ଭଳି ବିଭିନ୍ନ ପାରାମିଟର ଉପରେ ମୂଲ୍ୟାୟନ କରେ ଏହାର ବିଜ୍ଞାନ ସମ୍ମତ ପ୍ରକ୍ରିୟା ଦେଶବ୍ୟାପୀ ପ୍ରସାର ଏହାକୁ ଭାରତରେ ଶ୍ରେଷ୍ଠ ହସ୍ପିଟାଲ ଗୁଡ଼ିକ ଚିହ୍ନଟ କରିବାରେ ଅତ୍ୟନ୍ତ ବିଶ୍ୱସନୀୟ ଅନୁଷ୍ଠାନ ଭାବେ ପରିଚିତ କରିଛି

ଏହି ସମ୍ମାନ ଅବସରରେ ମଣିପାଲ ହସ୍ପିଟାଲ ଚେୟାରମ୍ୟାନ, ଡାକ୍ତର ସୁଦର୍ଶନ ବଲ୍ଲାଲ କହିଥିଲେ, “ଏହି ସମ୍ମାନ ଆମ ଡାକ୍ତରଙ୍କ ଅଭିଜ୍ଞତା, ନିଷ୍ଠା କ୍ଲିନିକାଲ ଉତ୍କର୍ଷରେ ଆଧାରିତ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ସବୁ ସମୟରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବାକୁ ପ୍ରତ୍ୟେକ ରୋଗୀ ପାଇଁ ସୁଲଭ କରାଇବାକୁ ଅନୁସରଣ କରି ଆସୁଛି

ମଣିପାଲ ହସ୍ପିଟାଲର କ୍ଲଷ୍ଟର ଡାଇରେକ୍ଟରସାଉଥ ଇଷ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର କହିଥିଲେ, “ଲଗାତାର ତୃତୀୟ ବର୍ଷ ଧରି ଏହି ପୁରଷ୍କାର ପାଇ ଆମେ ଅତ୍ୟନ୍ତ ଗର୍ବିତ ଏହା ଆମ ପ୍ରତି ରହିଥିବା ଦୃଢ଼ ଭରସାର ପ୍ରତୀକ ଆମ ସଫଳତାର ରହସ୍ୟ ହେଉଛି ଅଭିଜ୍ଞ ଡାକ୍ତରୀ ଟିମ୍‌, ଆଧୁନିକ  ଜ୍ଞାନ କୌଶଳ ବଂ ପ୍ରତ୍ୟେକ ରୋଗୀ ପାଇଁ ଶ୍ରେଷ୍ଠ ଚିକିତ୍ସା ଦେବା ପ୍ରତି ଆମର ନିୟମିତ ଚେଷ୍ଟା

ମଣିପାଲ ହସ୍ପିଟାଲ ଭୁବନେଶ୍ୱର, ମଣିପାଲ ହସ୍ପିଟାଲସ୍ ନେଟୱାର୍କର ଏକ ଅଂଶ ଭାବେ, ଅନେକ ବିଶେଷ ଚିକିତ୍ସା ବିଭାଗରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଭାବେ ପରିଚିତ ଏହା ରୋଗୀ ମାନଙ୍କୁ ଆଧୁନିକ ସର୍ଜରୀ, ଉନ୍ନତମାନର ଡାଏଗନଷ୍ଟିକ ସେବା, ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଧାରିତ ଚିକିତ୍ସା ପ୍ରଦାନ କରୁଛି ଏହି ସମ୍ମାନ ମଣିପାଲ ହସ୍ପିଟାଲଙ୍କୁ ଓଡ଼ିଶା ପୂର୍ବ ଭାରତରେ ଏକ ବିଶ୍ୱସନୀୟ ସ୍ୱାସ୍ଥ୍ୟ ଗନ୍ତବ୍ୟ ଭାବେ ଆହୁରି ମଜବୁତ କରିଛି ଏହି ସଫଳତା କେବଳ ମଣିପାଲ ହସ୍ପିଟାଲର ନିରନ୍ତର ସ୍ୱାସ୍ଥ୍ୟସେବା ଆଲୋକିତ କରେନି, ବରଂ ଏହା ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ରୋଗୀ ସେବା ମଲ୍ୟଉଚ୍ଚ ଗୁଣବତ୍ତା, ନୀତିସମ୍ମତ ରୋଗୀ-ପ୍ରଥମ ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ଆହୁରି ଦୃଢ଼ କରେ, ଯାହା ଜୀବନକୁ ସୁଧାରେ ଦେଶବ୍ୟାପୀ ମାନକ ସ୍ଥାପନ କରେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର