ଦୀପାବଳି ଛୁଟିକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ରାଜ୍ୟ ସରକାର

ସୋମବାର ଦୀପାବଳି ଛୁଟି

Deviprasad Mohanty Picture
Published On

ଭୁବନେଶ୍ବର: କେଉଁ ଦିନ ପାଳନ ହେବ ଦୀପାବଳି, କେଉଁଦିନ ହେବ ସରକାରୀ ଛୁଟି ଘୋଷଣା। ଦୀପାବଳି ପାଳନ ଦ୍ୱନ୍ଦ୍ୱ ଭିତରେ ଛୁଟିକୁ ନେଇ ଆଶଙ୍କାରେ ଥିଲେ ଅନେକ କର୍ମଚାରୀ। ବିଶେଷ କରି ସରକାରୀ କର୍ମଚାରୀଙ୍କ ମଧ୍ୟରେ ଛୁଟିକୁ ନେଇ ସଂଶୟ ଲାଗି ରହିଥିଲା। ତେବେ ସବୁ ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ସରକାର। ଦୀପାବଳି ନେଇ ଆନୁଷ୍ଠାନିର ଭାବେ ସରକାରୀ ଛୁଟି ଘଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୨୦ ତାରିଖ ଅର୍ଥାତ ସୋମବାର ଦୀପାବଳି ପାଳନ ନେଇ ମୁକ୍ତି ମଣ୍ଡ ପଣ୍ଡିତ ସ୍ପଷ୍ଟ କରିଛନ୍ତି। ତେଣୁ ଆସନ୍ତା ସୋମବାରକୁ ଦୀପାବଳି ନିମନ୍ତେ ସରକାରୀ ଛୁଟି ଘୋଷଣା କରିଛନ୍ତି ସରକାର।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର