ବିଧାୟକଙ୍କ ବଦାନ୍ୟତା: ଆର୍ଥିକ ସହାୟତା ସହିତ ପିଲାଙ୍କ ପାଠ ପଢା ପାଇଁ ଯୋଗାଇଦେଲେ ସ୍ମାର୍ଟଫୋନ୍

The Sakala Picture
Published On

ଭଦ୍ରକ: ଭଦ୍ରକ ଦୁଃଖି ଅସହାୟ ଗରିବ ଲୋକ ଯାହାର କେହି ନାହାନ୍ତି ତାଙ୍କୁ ସାହାଯ୍ୟର ହାତ ବଢ଼ିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଆର୍ଥିକ ସହାୟତା ସହିତ ପିଲା ମାନଙ୍କୁ ପାଠ ପଢିବା ପାଇଁ ଆଜିର ଦିନରେ ଅତି ଆବଶ୍ୟକ ହୋଇ ପଡିଛି ଏକ ସ୍ମାର୍ଟ ଫୋନ। ଏହାକୁ ନଜରରେ ରଖି ପିଲାଙ୍କ ପାଠ ପଢାରେ ଯେପରି ସମସ୍ଯା ନ ଉପୁଜେ ସେଥିପାଇଁ ବିଧାୟକ ତାଙ୍କ ଭଦ୍ରକ ବାସ ଭବନ ଠାରେ ମହିଳା ବିଜୁ ଜନତା […]

ଭଦ୍ରକ: ଭଦ୍ରକ ଦୁଃଖି ଅସହାୟ ଗରିବ ଲୋକ ଯାହାର କେହି ନାହାନ୍ତି ତାଙ୍କୁ ସାହାଯ୍ୟର ହାତ ବଢ଼ିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଆର୍ଥିକ ସହାୟତା ସହିତ ପିଲା ମାନଙ୍କୁ ପାଠ ପଢିବା ପାଇଁ ଆଜିର ଦିନରେ ଅତି ଆବଶ୍ୟକ ହୋଇ ପଡିଛି ଏକ ସ୍ମାର୍ଟ ଫୋନ। ଏହାକୁ ନଜରରେ ରଖି ପିଲାଙ୍କ ପାଠ ପଢାରେ ଯେପରି ସମସ୍ଯା ନ ଉପୁଜେ ସେଥିପାଇଁ ବିଧାୟକ ତାଙ୍କ ଭଦ୍ରକ ବାସ ଭବନ ଠାରେ ମହିଳା ବିଜୁ ଜନତା ଦଳ ଉପସ୍ଥିତିରେ ସମସ୍ତ ମହିଳାଙ୍କ ସହ କୁନିକୁନି ପିଲା ମାନଙ୍କୁ ପ୍ରଦାନ କରିଛନ୍ତି ସ୍ମାର୍ଟ ଫୋନ ଓ ସମସ୍ତଙ୍କର ଉନ୍ନତମାନର ଚିକିତ୍ସା ନିମନ୍ତେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

30 Jul 2021 By The Sakala

ବିଧାୟକଙ୍କ ବଦାନ୍ୟତା: ଆର୍ଥିକ ସହାୟତା ସହିତ ପିଲାଙ୍କ ପାଠ ପଢା ପାଇଁ ଯୋଗାଇଦେଲେ ସ୍ମାର୍ଟଫୋନ୍

ଭଦ୍ରକ: ଭଦ୍ରକ ଦୁଃଖି ଅସହାୟ ଗରିବ ଲୋକ ଯାହାର କେହି ନାହାନ୍ତି ତାଙ୍କୁ ସାହାଯ୍ୟର ହାତ ବଢ଼ିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଆର୍ଥିକ ସହାୟତା ସହିତ ପିଲା ମାନଙ୍କୁ ପାଠ ପଢିବା ପାଇଁ ଆଜିର ଦିନରେ ଅତି ଆବଶ୍ୟକ ହୋଇ ପଡିଛି ଏକ ସ୍ମାର୍ଟ ଫୋନ। ଏହାକୁ ନଜରରେ ରଖି ପିଲାଙ୍କ ପାଠ ପଢାରେ ଯେପରି ସମସ୍ଯା ନ ଉପୁଜେ ସେଥିପାଇଁ ବିଧାୟକ ତାଙ୍କ ଭଦ୍ରକ ବାସ ଭବନ ଠାରେ ମହିଳା ବିଜୁ ଜନତା ଦଳ ଉପସ୍ଥିତିରେ ସମସ୍ତ ମହିଳାଙ୍କ ସହ କୁନିକୁନି ପିଲା ମାନଙ୍କୁ ପ୍ରଦାନ କରିଛନ୍ତି ସ୍ମାର୍ଟ ଫୋନ ଓ ସମସ୍ତଙ୍କର ଉନ୍ନତମାନର ଚିକିତ୍ସା ନିମନ୍ତେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ।

https://www.thesakala.in/latest-odisha-news/the-smartphone-provided-financial-support-for-reading/article-4219
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର