ନିଜ ଭୁଲ ଲୁଚାଇବାକୁ ନବୀନଙ୍କୁ ଅପବାଦ ଭିତରକୁ ଟାଣୁଛନ୍ତି ପ୍ରଭାତ: ବିଜେଡି

The Sakala Picture
Published On

ଭୁବନେଶ୍ବର: ନିଜର ଭୁଲ ଲୁଚାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅପବାଦ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ ତ୍ରିପାଠୀ । ପ୍ରଭାତ ପ୍ରଥମେ ୧୯୯୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ପରେ ଚିଟଫଣ୍ଡ ମାମଲାରେ ସେ ୨୦୧୪ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ତେଣୁ ପ୍ରଭାତ ଦଳରେ କେତେ ଶୃଙ୍ଖଳିତ ତାହା ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ପ୍ରଭାତ ତ୍ରିପାଠୀଙ୍କ ପୂର୍ବ ଭିଡିଓ ଦେଖାଇ ସେ ତାଙ୍କୁ […]

ଭୁବନେଶ୍ବର: ନିଜର ଭୁଲ ଲୁଚାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅପବାଦ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ ତ୍ରିପାଠୀ । ପ୍ରଭାତ ପ୍ରଥମେ ୧୯୯୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ପରେ ଚିଟଫଣ୍ଡ ମାମଲାରେ ସେ ୨୦୧୪ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ତେଣୁ ପ୍ରଭାତ ଦଳରେ କେତେ ଶୃଙ୍ଖଳିତ ତାହା ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ପ୍ରଭାତ ତ୍ରିପାଠୀଙ୍କ ପୂର୍ବ ଭିଡିଓ ଦେଖାଇ ସେ ତାଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଭାତ ବିଜେଡିର ସଦସ୍ୟ ନୁହଁନ୍ତି ବୋଲି କହୁଛନ୍ତି । ତେବେ କେଉଁ ପ୍ରତିକ୍ରିୟା ସତ୍ୟ ବୋଲି ପ୍ରଶ୍ନ କରିଛି ବିଜେଡି । ଜଣେ ବରିଷ୍ଠ ନେତା ଯେତେବେଳେ ମତ ରଖୁଛନ୍ତି ତାହା ତଥ୍ୟ ଆଧାରିତ ହେବା ଉଚିତ । ହାଇକୋର୍ଟଙ୍କ ଅର୍ଡରରେ ସ୍ପଷ୍ଟ ଭାବେ ଲେଖା ହୋଇଛି, କେସ ଖାରଜ ପାଇଁ ସେ କରିଥିବା ପିଟିସନକୁ ହାଇକୋର୍ଟ ଖାରଜ କରିଛନ୍ତି । ନିଜର ଭୁଲ ଲୁଚେଇବାକୁ ନବୀନଙ୍କୁ ଅପବାଦ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ । ତେଣୁ ପ୍ରଭାତ ଦଳରେ କେତେ ଶୃଙ୍ଖଳିତ ବୋଲି ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ଲେନିନ୍ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

10 Apr 2025 By The Sakala

ନିଜ ଭୁଲ ଲୁଚାଇବାକୁ ନବୀନଙ୍କୁ ଅପବାଦ ଭିତରକୁ ଟାଣୁଛନ୍ତି ପ୍ରଭାତ: ବିଜେଡି

ଭୁବନେଶ୍ବର: ନିଜର ଭୁଲ ଲୁଚାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅପବାଦ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ ତ୍ରିପାଠୀ । ପ୍ରଭାତ ପ୍ରଥମେ ୧୯୯୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ପରେ ଚିଟଫଣ୍ଡ ମାମଲାରେ ସେ ୨୦୧୪ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ତେଣୁ ପ୍ରଭାତ ଦଳରେ କେତେ ଶୃଙ୍ଖଳିତ ତାହା ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ପ୍ରଭାତ ତ୍ରିପାଠୀଙ୍କ ପୂର୍ବ ଭିଡିଓ ଦେଖାଇ ସେ ତାଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଭାତ ବିଜେଡିର ସଦସ୍ୟ ନୁହଁନ୍ତି ବୋଲି କହୁଛନ୍ତି । ତେବେ କେଉଁ ପ୍ରତିକ୍ରିୟା ସତ୍ୟ ବୋଲି ପ୍ରଶ୍ନ କରିଛି ବିଜେଡି । ଜଣେ ବରିଷ୍ଠ ନେତା ଯେତେବେଳେ ମତ ରଖୁଛନ୍ତି ତାହା ତଥ୍ୟ ଆଧାରିତ ହେବା ଉଚିତ । ହାଇକୋର୍ଟଙ୍କ ଅର୍ଡରରେ ସ୍ପଷ୍ଟ ଭାବେ ଲେଖା ହୋଇଛି, କେସ ଖାରଜ ପାଇଁ ସେ କରିଥିବା ପିଟିସନକୁ ହାଇକୋର୍ଟ ଖାରଜ କରିଛନ୍ତି । ନିଜର ଭୁଲ ଲୁଚେଇବାକୁ ନବୀନଙ୍କୁ ଅପବାଦ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ପ୍ରଭାତ । ତେଣୁ ପ୍ରଭାତ ଦଳରେ କେତେ ଶୃଙ୍ଖଳିତ ବୋଲି ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ଲେନିନ୍ ।

https://www.thesakala.in/latest-odisha-news/pravat-tripathy-dragged-naveen-patnaik-into-slander-to-hide-his-own-mistakes-says-bjd/article-39910
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର