ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

The Sakala Picture
Published On

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକରେ କାର୍ଯ୍ଯରତ ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ  ପକ୍ଷରୁ ଏହି ଚଢାଉ କରାଯାଇଛି । ଏକକାଳୀନ ସମ୍ବଲପୁର, ସୁବର୍ଣ୍ଣପୁରରେ ଚଢାଉ କରିଛି ଭିଜିଲାନ୍ସର ମିଳିତ ଟିମ୍। ସନ୍ତୋଷଙ୍କ ପୈତୃକ ଘର କେଞ୍ଝରିଆପାଲି ସମେତ ଲାତୁରପେଟରେ ଥିବା ଘରେ ଚାଲିଛି ଚଢାଉ। ଭିଜିଲାନ୍ସ ପକ୍ଷରୁ ତାଙ୍କର ସମ୍ପତ୍ତିର ଆକଳନ ଜାରି ରହିଛି। ଆକଳନ […]

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକରେ କାର୍ଯ୍ଯରତ ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ  ପକ୍ଷରୁ ଏହି ଚଢାଉ କରାଯାଇଛି । ଏକକାଳୀନ ସମ୍ବଲପୁର, ସୁବର୍ଣ୍ଣପୁରରେ ଚଢାଉ କରିଛି ଭିଜିଲାନ୍ସର ମିଳିତ ଟିମ୍। ସନ୍ତୋଷଙ୍କ ପୈତୃକ ଘର କେଞ୍ଝରିଆପାଲି ସମେତ ଲାତୁରପେଟରେ ଥିବା ଘରେ ଚାଲିଛି ଚଢାଉ। ଭିଜିଲାନ୍ସ ପକ୍ଷରୁ ତାଙ୍କର ସମ୍ପତ୍ତିର ଆକଳନ ଜାରି ରହିଛି। ଆକଳନ ସରିଲେ ପ୍ରକୃତ ସମ୍ପତ୍ତିର ମୁଲ୍ୟ ଜଣା ପଡ଼ିବ ବୋଲି ଭିଜିଲାନ୍ସ ବିଭାଗ କହିଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର