ବିଜୁ ବାବୁଙ୍କୁ ରାଜ୍ୟ ବିଜେପି ସରକାର ଅସମ୍ମାନ କରିବା ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି

The Sakala Picture
Published On

ଭୁବନେଶ୍ବର: ବିଜୁ ବାବୁଙ୍କୁ ରାଜ୍ୟର ବିଜେପି ସରକାର ଅସମ୍ମାନ କରିବା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି । ଅପରାହ୍ନରେ କକ୍ଷତ୍ୟାଗ କରି ବିଧାୟକମାନେ ଏକ ପଦଯାତ୍ରାରେ ରାଜଭବନ ଯାଇଥିଲେ । ଏଥିରେ ସାମିଲ ହୋଇଥିଲେ ପଞ୍ଚାୟତସ୍ତରର ନେତା ଓ କର୍ମୀ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେଡି । ବିଜୁ ଜୟନ୍ତୀରେ ହିଁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କ ନିକଟରେ […]

ଭୁବନେଶ୍ବର: ବିଜୁ ବାବୁଙ୍କୁ ରାଜ୍ୟର ବିଜେପି ସରକାର ଅସମ୍ମାନ କରିବା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି । ଅପରାହ୍ନରେ କକ୍ଷତ୍ୟାଗ କରି ବିଧାୟକମାନେ ଏକ ପଦଯାତ୍ରାରେ ରାଜଭବନ ଯାଇଥିଲେ । ଏଥିରେ ସାମିଲ ହୋଇଥିଲେ ପଞ୍ଚାୟତସ୍ତରର ନେତା ଓ କର୍ମୀ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ବିଜୁ ଜୟନ୍ତୀରେ ହିଁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କ ନିକଟରେ ବିଜେଡି ବିଧାୟକମାନେ ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ମନେପକାଇ କହିଥିଲେ, ୧୯୭୭ ମସିହାରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିବା ବେଳେ ବିଜୁ ପଟ୍ଟନାୟକ ବିଶାଖାପାଟଣା ଯାଇଥିଲେ । ଆଜିର ଭାଇଜାଗ ଷ୍ଟିଲ ନିର୍ମାଣରେ ବିଜୁ ପଟ୍ଟନାୟକଙ୍କ ବଡ଼ ଅବଦାନ ରହିଛି । ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେଡି କହିଛି, ରାଜ୍ୟ ସରକାର ନିଷ୍ପତ୍ତି ନ ବଦଳାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

07 Mar 2025 By The Sakala

ବିଜୁ ବାବୁଙ୍କୁ ରାଜ୍ୟ ବିଜେପି ସରକାର ଅସମ୍ମାନ କରିବା ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜୁ ବାବୁଙ୍କୁ ରାଜ୍ୟର ବିଜେପି ସରକାର ଅସମ୍ମାନ କରିବା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି । ଅପରାହ୍ନରେ କକ୍ଷତ୍ୟାଗ କରି ବିଧାୟକମାନେ ଏକ ପଦଯାତ୍ରାରେ ରାଜଭବନ ଯାଇଥିଲେ । ଏଥିରେ ସାମିଲ ହୋଇଥିଲେ ପଞ୍ଚାୟତସ୍ତରର ନେତା ଓ କର୍ମୀ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେଡି ।

ବିଜୁ ଜୟନ୍ତୀରେ ହିଁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କ ନିକଟରେ ବିଜେଡି ବିଧାୟକମାନେ ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ମନେପକାଇ କହିଥିଲେ, ୧୯୭୭ ମସିହାରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିବା ବେଳେ ବିଜୁ ପଟ୍ଟନାୟକ ବିଶାଖାପାଟଣା ଯାଇଥିଲେ । ଆଜିର ଭାଇଜାଗ ଷ୍ଟିଲ ନିର୍ମାଣରେ ବିଜୁ ପଟ୍ଟନାୟକଙ୍କ ବଡ଼ ଅବଦାନ ରହିଛି । ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେଡି କହିଛି, ରାଜ୍ୟ ସରକାର ନିଷ୍ପତ୍ତି ନ ବଦଳାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର