ବାରବାଟୀ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ଆମ ଆଦମୀ ପାର୍ଟି

The Sakala Picture
Published On

ଭୁବନେଶ୍ବର: ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚରେ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ଆମ ଆଦମୀ ପାର୍ଟି । ସାମ୍ବାଦିକ ସମ୍ମିଳନୀରେ କଡା ସମାଲୋଚନା କରିଛି ଆମ ଆଦମୀ ପାର୍ଟି। ମ୍ୟାଚ ସମୟରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାର ନିନ୍ଦା କରିଛି ଦଳ । ଷ୍ଟାଡିୟମରେ କାହିଁକି ବ୍ୟାକ୍ ଅପ୍ ନଥିଲା ବୋଲି ପ୍ରଶ୍ନ କରିଛି । ଏହାସହ ଟିକେଟ କଳାବଜାରୀ ପ୍ରସଙ୍ଗରେ ବି ରାଜ୍ଯ ସରକାରଙ୍କୁ ଘେରିଛି ଆପ୍। ବିଜେପି ନିଜ […]

ଭୁବନେଶ୍ବର: ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚରେ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ଆମ ଆଦମୀ ପାର୍ଟି । ସାମ୍ବାଦିକ ସମ୍ମିଳନୀରେ କଡା ସମାଲୋଚନା କରିଛି ଆମ ଆଦମୀ ପାର୍ଟି। ମ୍ୟାଚ ସମୟରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାର ନିନ୍ଦା କରିଛି ଦଳ । ଷ୍ଟାଡିୟମରେ କାହିଁକି ବ୍ୟାକ୍ ଅପ୍ ନଥିଲା ବୋଲି ପ୍ରଶ୍ନ କରିଛି । ଏହାସହ ଟିକେଟ କଳାବଜାରୀ ପ୍ରସଙ୍ଗରେ ବି ରାଜ୍ଯ ସରକାରଙ୍କୁ ଘେରିଛି ଆପ୍। ବିଜେପି ନିଜ ନିଜ ଲୋକଙ୍କୁ ପାସ୍ ବାଣ୍ଟିଦେଇଥିବାରୁ ଅନେକ କ୍ରିକେଟ ପ୍ରେମୀ ମ୍ୟାଚ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ୨ ଗୁଣା ଦରରେ ଟିକଟ କଳାବଜାରୀ ହୋଇଛି। ମୁଖ୍ୟମନ୍ତ୍ରୀ ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏହାର ତଦନ୍ତ ପାଇଁ ସ୍ପେଶାଲ ତଦନ୍ତ ଦଳ ଗଠନ କରିବାକୁ ଦାବି କରିଛି ଆପ୍ ।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଏଭଳି ଘଟଣା ପାଇଁ ଭାରତକୁ ପାକିସ୍ତାନ ମିଡିଆ ବି ସମାଲୋଚନା କରିଛି । କ୍ରୀଡା ମନ୍ତ୍ରୀ ଶସ୍ତା ହାଲୁକା ମନ୍ତବ୍ୟ ଦେଇ ଖସିଯିବାକୁ ବସିଛନ୍ତି । ଏହା ସଂପୂର୍ଣ୍ଣ ରାଜ୍ୟ ସରକାରଙ୍କ ଅପାରଗତା । ଖେଳ ପୂର୍ବରୁ ମନ୍ତ୍ରୀ ନିଜେ ସମୀକ୍ଷା କରିଥିଲେ। ସେତେବେଳେ ସେ ବ୍ୟାକଅପ୍ କଥା ଭାବିନଥିଲେ କାହିଁକି ? ତେଣୁ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଆପ୍ ଦାବି କରିଛି।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

10 Feb 2025 By The Sakala

ବାରବାଟୀ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ଆମ ଆଦମୀ ପାର୍ଟି

ଭୁବନେଶ୍ବର: ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚରେ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ଆମ ଆଦମୀ ପାର୍ଟି । ସାମ୍ବାଦିକ ସମ୍ମିଳନୀରେ କଡା ସମାଲୋଚନା କରିଛି ଆମ ଆଦମୀ ପାର୍ଟି। ମ୍ୟାଚ ସମୟରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାର ନିନ୍ଦା କରିଛି ଦଳ । ଷ୍ଟାଡିୟମରେ କାହିଁକି ବ୍ୟାକ୍ ଅପ୍ ନଥିଲା ବୋଲି ପ୍ରଶ୍ନ କରିଛି । ଏହାସହ ଟିକେଟ କଳାବଜାରୀ ପ୍ରସଙ୍ଗରେ ବି ରାଜ୍ଯ ସରକାରଙ୍କୁ ଘେରିଛି ଆପ୍। ବିଜେପି ନିଜ ନିଜ ଲୋକଙ୍କୁ ପାସ୍ ବାଣ୍ଟିଦେଇଥିବାରୁ ଅନେକ କ୍ରିକେଟ ପ୍ରେମୀ ମ୍ୟାଚ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ୨ ଗୁଣା ଦରରେ ଟିକଟ କଳାବଜାରୀ ହୋଇଛି। ମୁଖ୍ୟମନ୍ତ୍ରୀ ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏହାର ତଦନ୍ତ ପାଇଁ ସ୍ପେଶାଲ ତଦନ୍ତ ଦଳ ଗଠନ କରିବାକୁ ଦାବି କରିଛି ଆପ୍ ।

ଏଭଳି ଘଟଣା ପାଇଁ ଭାରତକୁ ପାକିସ୍ତାନ ମିଡିଆ ବି ସମାଲୋଚନା କରିଛି । କ୍ରୀଡା ମନ୍ତ୍ରୀ ଶସ୍ତା ହାଲୁକା ମନ୍ତବ୍ୟ ଦେଇ ଖସିଯିବାକୁ ବସିଛନ୍ତି । ଏହା ସଂପୂର୍ଣ୍ଣ ରାଜ୍ୟ ସରକାରଙ୍କ ଅପାରଗତା । ଖେଳ ପୂର୍ବରୁ ମନ୍ତ୍ରୀ ନିଜେ ସମୀକ୍ଷା କରିଥିଲେ। ସେତେବେଳେ ସେ ବ୍ୟାକଅପ୍ କଥା ଭାବିନଥିଲେ କାହିଁକି ? ତେଣୁ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଆପ୍ ଦାବି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର