ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

The Sakala Picture
Published On

ପୁରୀ: ଛତିଶାନିଯୋଗ ବୈଠକ ଶେଷ ହୋଇଛି। ଆସନ୍ତା ଡିସେମ୍ବର ୧୭ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ୩ମାସ ଭିତରେ ଶେଷ ହେବ ଏହି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଦ୍ୱିତୀୟ ଭୋଗମଣ୍ଡପ ପରଠାରୁ ଏଏସଆଇ ମରାମତି କାର୍ଯ୍ୟ ଆରମ୍ଭ କରିଛି। ଦୈନିକ ୫ଘଣ୍ଟା ରୁ ୬ଘଣ୍ଟା ପର୍ଯ୍ୟନ୍ତ ଏଏସଆଇ ମରାମତି କରିବ। ଦିନ ଗୋଟାଏରୁ ସଂଧ୍ୟା ୫ଟା/୬ ଟା ଯାଏଁ ଚାଲିବ ମରାମତି କାମ। ଶନିବାର, ରବିବାର କିମ୍ବା ୩୧ ଡିସେମ୍ବର ଅର୍ଥାତ ବିଶେଷ ଦିନ […]

ପୁରୀ: ଛତିଶାନିଯୋଗ ବୈଠକ ଶେଷ ହୋଇଛି। ଆସନ୍ତା ଡିସେମ୍ବର ୧୭ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ୩ମାସ ଭିତରେ ଶେଷ ହେବ ଏହି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଦ୍ୱିତୀୟ ଭୋଗମଣ୍ଡପ ପରଠାରୁ ଏଏସଆଇ ମରାମତି କାର୍ଯ୍ୟ ଆରମ୍ଭ କରିଛି। ଦୈନିକ ୫ଘଣ୍ଟା ରୁ ୬ଘଣ୍ଟା ପର୍ଯ୍ୟନ୍ତ ଏଏସଆଇ ମରାମତି କରିବ। ଦିନ ଗୋଟାଏରୁ ସଂଧ୍ୟା ୫ଟା/୬ ଟା ଯାଏଁ ଚାଲିବ ମରାମତି କାମ। ଶନିବାର, ରବିବାର କିମ୍ବା ୩୧ ଡିସେମ୍ବର ଅର୍ଥାତ ବିଶେଷ ଦିନ ମାନଙ୍କର ମରାମତି ହେବନାହିଁ। ରତ୍ନଭଣ୍ଡାର ମରାମତି ସମୟରେ ବାହାରକାଠରୁ ଦର୍ଶନ କରିବେ ଭକ୍ତ। ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଗୁରୁତ୍ୱ। ରତ୍ନ ଭଣ୍ଡାର ମରାମତି ସହ ପହିଲି ଭୋଗ, ଦେବାବିଶେକ ନୀତି ଓ ମକର ସଂକ୍ରାନ୍ତି ନେଇ ଛତିଶାନିଯୋଗ ବୈଠକରେ ନୀତି ନିର୍ଘଣ୍ଟ କରାଯାଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

10 Dec 2024 By The Sakala

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ: ଛତିଶାନିଯୋଗ ବୈଠକ ଶେଷ ହୋଇଛି। ଆସନ୍ତା ଡିସେମ୍ବର ୧୭ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ୩ମାସ ଭିତରେ ଶେଷ ହେବ ଏହି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଦ୍ୱିତୀୟ ଭୋଗମଣ୍ଡପ ପରଠାରୁ ଏଏସଆଇ ମରାମତି କାର୍ଯ୍ୟ ଆରମ୍ଭ କରିଛି। ଦୈନିକ ୫ଘଣ୍ଟା ରୁ ୬ଘଣ୍ଟା ପର୍ଯ୍ୟନ୍ତ ଏଏସଆଇ ମରାମତି କରିବ। ଦିନ ଗୋଟାଏରୁ ସଂଧ୍ୟା ୫ଟା/୬ ଟା ଯାଏଁ ଚାଲିବ ମରାମତି କାମ। ଶନିବାର, ରବିବାର କିମ୍ବା ୩୧ ଡିସେମ୍ବର ଅର୍ଥାତ ବିଶେଷ ଦିନ ମାନଙ୍କର ମରାମତି ହେବନାହିଁ। ରତ୍ନଭଣ୍ଡାର ମରାମତି ସମୟରେ ବାହାରକାଠରୁ ଦର୍ଶନ କରିବେ ଭକ୍ତ। ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଗୁରୁତ୍ୱ। ରତ୍ନ ଭଣ୍ଡାର ମରାମତି ସହ ପହିଲି ଭୋଗ, ଦେବାବିଶେକ ନୀତି ଓ ମକର ସଂକ୍ରାନ୍ତି ନେଇ ଛତିଶାନିଯୋଗ ବୈଠକରେ ନୀତି ନିର୍ଘଣ୍ଟ କରାଯାଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର