ରାଜଧାନୀରେ ଆକ୍ସନ ମୋଡ଼ରେ ସିବିଆଇ, ADIPL ଅଫିସ ସିଲ କଲା ସିବିଆଇ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ସିବିଆଇ ରେଡ଼ର ବଡ଼ ଅପଡେଟ। ସୁପର୍ କ୍ଲାସ୍ କଣ୍ଟ୍ରାକ୍ଟର ତଥା ଲାଞ୍ଚ କାରବାରର ମଧ୍ୟସ୍ଥି ସାଜିଥିବା ଦେବଦତ୍ତ ମହାପାତ୍ରଙ୍କ ଘର ଓ ଅଫିସରେ ସିବିଆଇ ପକ୍ଷରୁ ରେଡ୍ । ADIPL ଅଫିସ ସିଲ କଲା ସିବିଆଇ । ରିମାଣ୍ଡର ପ୍ରଥମ ଦିନରେ ଆକ୍ସନ ମୋଡ଼ରେ ସିବିଆଇ । ଲକର ଖୋଲିବା ପରେ ସିବିଆଇ ହାତରେ ଲାଗିଛି ସାଙ୍ଘାତିକ ସୁରାକ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଲକ୍ଷାଧିକ ନଗଦ ଟଙ୍କା ଜବତ କରିଛି ସିବିଆଇ […]

ଭୁବନେଶ୍ୱର: ରାଜଧାନୀରେ ସିବିଆଇ ରେଡ଼ର ବଡ଼ ଅପଡେଟ। ସୁପର୍ କ୍ଲାସ୍ କଣ୍ଟ୍ରାକ୍ଟର ତଥା ଲାଞ୍ଚ କାରବାରର ମଧ୍ୟସ୍ଥି ସାଜିଥିବା ଦେବଦତ୍ତ ମହାପାତ୍ରଙ୍କ ଘର ଓ ଅଫିସରେ ସିବିଆଇ ପକ୍ଷରୁ ରେଡ୍ । ADIPL ଅଫିସ ସିଲ କଲା ସିବିଆଇ । ରିମାଣ୍ଡର ପ୍ରଥମ ଦିନରେ ଆକ୍ସନ ମୋଡ଼ରେ ସିବିଆଇ । ଲକର ଖୋଲିବା ପରେ ସିବିଆଇ ହାତରେ ଲାଗିଛି ସାଙ୍ଘାତିକ ସୁରାକ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଲକ୍ଷାଧିକ ନଗଦ ଟଙ୍କା ଜବତ କରିଛି ସିବିଆଇ । ଲକ୍ଷ ଲକ୍ଷ ଟଙ୍କା ଓ ସୁନା ମିଳିବା ପରେ ଦେବଦତ୍ତ ମହାପାତ୍ରଙ୍କ ଅଫିସ ସିଲ କଲା ସିବିଆଇ । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ସିଲ । ସିଲ କଲା ସିବିଆଇର ସ୍ପେଶାଲ ଟିମ । ଅଫିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କଲା ସିବିଆଇ । ଗତକାଲି ଲାଞ୍ଚ ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର