ମନୋରଞ୍ଜନ
ଓଡ଼ିଶା
‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡିଶା ସରକାରଙ୍କ ମାସିକ ମୁଖପତ୍ର “ଉତ୍କଳ ପ୍ରସଙ୍ଗ” ଏବଂ “ଓଡିଶା ରିଭ୍ୟୁ”ର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚନ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର #ରଥଯାତ୍ରା୨୦୨୧ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡିଶା ସରକାରଙ୍କ ମାସିକ ମୁଖପତ୍ର “ଉତ୍କଳ ପ୍ରସଙ୍ଗ” ଏବଂ “ଓଡିଶା ରିଭ୍ୟୁ”ର ରଥଯାତ୍ରା ବିଶେଷାଙ୍କ […]
ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡିଶା ସରକାରଙ୍କ ମାସିକ ମୁଖପତ୍ର “ଉତ୍କଳ ପ୍ରସଙ୍ଗ” ଏବଂ “ଓଡିଶା ରିଭ୍ୟୁ”ର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚନ କରିଛନ୍ତି।
ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର #ରଥଯାତ୍ରା୨୦୨୧ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡିଶା ସରକାରଙ୍କ ମାସିକ ମୁଖପତ୍ର “ଉତ୍କଳ ପ୍ରସଙ୍ଗ” ଏବଂ “ଓଡିଶା ରିଭ୍ୟୁ”ର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚନ କରିଛନ୍ତି। pic.twitter.com/GEyrOcNm0s
ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି— I & PR Department, Odisha (@IPR_Odisha) July 12, 2021
‘ଉତ୍କଳ ପ୍ରସଙ୍ଗ’ ଓଡିଆରେ ପ୍ରକାଶିତ ହୋଇଥିବାବେଳେ ‘ଓଡିଶା ରିଭ୍ୟୁ’ ଇଂରାଜୀରେ ପ୍ରକାଶିତ ହୋଇଛି।






