ବଡଦାଣ୍ଡରେ ଗଡିଲା ରଥ

The Sakala Picture
Published On

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥ ଟଣା । ବଡଦାଣ୍ଡରେ ପ୍ରଥମେ ଗଡ଼ିଛି ବଡଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥାରୁଢ଼ ବଳଭଦ୍ରଙ୍କୁ ନେଇ ଘର୍ଘର ନାଦରେ ଗଡୁଛି ରଥ । ଆଗେଆଗେ ତାଳଧ୍ବଜ ରଥକୁ ଟାଣି ନେଉଛନ୍ତି ସେବାୟତ । ତାଙ୍କ ପଛକୁ ଆସୁଛନ୍ତି ଦର୍ପଦଳନ ରଥରେ ମାଆ ସୁଭଦ୍ରା । ସବା ଶେଷରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଷୋଘ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡୁଛି । ଘଣ୍ଟ, ଘଣ୍ଟା, କାହାଳୀରେ କମ୍ପୁଛି […]

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥ ଟଣା । ବଡଦାଣ୍ଡରେ ପ୍ରଥମେ ଗଡ଼ିଛି ବଡଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥାରୁଢ଼ ବଳଭଦ୍ରଙ୍କୁ ନେଇ ଘର୍ଘର ନାଦରେ ଗଡୁଛି ରଥ । ଆଗେଆଗେ ତାଳଧ୍ବଜ ରଥକୁ ଟାଣି ନେଉଛନ୍ତି ସେବାୟତ । ତାଙ୍କ ପଛକୁ ଆସୁଛନ୍ତି ଦର୍ପଦଳନ ରଥରେ ମାଆ ସୁଭଦ୍ରା । ସବା ଶେଷରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଷୋଘ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡୁଛି । ଘଣ୍ଟ, ଘଣ୍ଟା, କାହାଳୀରେ କମ୍ପୁଛି ବଡଦାଣ୍ଡ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର