ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

୭୦୦ କୋଟି ବ୍ଯୟରେ କୁସଭଦ୍ରା ଓ କୁଆଖାଇ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ, ଉପକୃତ ହେବେ ହଜାର ହଜାର ଚାଷୀ

The Sakala Picture
Published On

ବାଲିଅନ୍ତା: ଜୟଦେକ ନିର୍ବାଚନ ମଣ୍ଡଳୀରେ ପ୍ରବାହିତ କୁଆଖାଇ ଏବଂ କୁଶଭଦ୍ରା ନଦୀରେ ନିର୍ମାଣ କରାଯିବ ବ୍ୟାରେଜ । ହଜାର ହଜାର ଚାଷୀଙ୍କ କ୍ଷେତ ହେବ ଜଳସେଚିତ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଗ୍ରୀନ ସିଗନାଲ୍ ଦେଇଛନ୍ତି । ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିଅନ୍ତା ବ୍ଲକ ଠାରେ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢାଲି,  ଅନନ୍ତ ନାରୟଣ ଜେନା,  ସୁଶାନ୍ତ ରାଉତ ମହୋଦୟ ଓ ଚାରୋଟି […]

ବାଲିଅନ୍ତା: ଜୟଦେକ ନିର୍ବାଚନ ମଣ୍ଡଳୀରେ ପ୍ରବାହିତ କୁଆଖାଇ ଏବଂ କୁଶଭଦ୍ରା ନଦୀରେ ନିର୍ମାଣ କରାଯିବ ବ୍ୟାରେଜ । ହଜାର ହଜାର ଚାଷୀଙ୍କ କ୍ଷେତ ହେବ ଜଳସେଚିତ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଗ୍ରୀନ ସିଗନାଲ୍ ଦେଇଛନ୍ତି ।
ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିଅନ୍ତା ବ୍ଲକ ଠାରେ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢାଲି,  ଅନନ୍ତ ନାରୟଣ ଜେନା,  ସୁଶାନ୍ତ ରାଉତ ମହୋଦୟ ଓ ଚାରୋଟି ନିର୍ବାଚନ ମଣ୍ଡଳୀର ଚାଷୀଭାଇ ମାନଙ୍କୁ ନେଇ ଏକ ଭର୍ଚୁଆଲ ସଭା ଆୟୋଜିତ ହୋଇଥିଲା ।
ଏହି ଆଲୋଚନାରେ ମନ୍ତ୍ରୀଙ୍କ ସମେତ ତିନି ବିଧାୟକ ମହୋଦୟ କୁସଭଦ୍ରା ନଦୀ ଓ କୁଆଖାଇ ନଦୀ ଉପରେ ଦୁଇଟି ବ୍ୟାରେଜ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରକଳ୍ପ ହେବା ଦ୍ବାରା ଅଞ୍ଚଳର ଚାଷୀ ଭାଇମାନେ ଉପକୃତ ହେବା ସହିତ ପାନୀୟ ଜଳ ସମସ୍ୟାର ଦୂର ହୋଇପାରିବ ବୋଲି ବିଧାୟକ ମାନେ ମତ ରଖିଥିଲେ । ଅଞ୍ଚଳରେ ଚାଷୀ ଭାଇମାନେ ମାନ୍ୟବର ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ଏଭଳି ମହାମାରି ସମୟରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବୃହତ ପ୍ରକଳ୍ପ ପାଇଁ ୭୦୦ କୋଟି ଦେଉଥିବା ଜାଣି ଚାଷୀମାନଙ୍କ ମନରେ ଉତ୍ସାହ ଦେଖା ଦେଇଛି ।
09 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର