ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଆଇପିଏସ ସ୍ତରରେ ଅଦଳବଦଳ: ଅଖିଳେଶ୍ୱର ସିଂ ହେଲେ ଜଗତସିଂହପୁର ଏସପି, ପି.ଏସ ମୀନାଙ୍କୁ ମାଲକାନଗିରି ଏସ୍‌ପି ଦାୟିତ୍ବ

The Sakala Picture
Published On

ଭୁବନେଶ୍ୱର: ଆଇପିଏସ ସ୍ତରରେ ଶୁକ୍ରବାର ରାଜ୍ଯସରକାର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇପିଏସ ଦେବଦତ୍ତ ସିଂ ।  ପୁଲିସ ମୁଖ୍ୟାଳୟ IG ହେଲେ ଦେବଦତ୍ତ ସିଂହ । ଜଗତସିଂହପୁର ଏସପି ହେଲେ ଅଖିଳେଶ୍ୱର ସିଂ । ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ପିଏସ୍ ପର୍ଶୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ସେହିପରି ରାହୁଲ ଜୈନ୍ ହେଲେ ବରଗଡ଼ ଏସ୍‌ପି। ନୂଆପଡା ଏସ୍‌ପି ହେଲେ ପ୍ରତ୍ୟୁଷ ଦିବାକର । […]

ଭୁବନେଶ୍ୱର: ଆଇପିଏସ ସ୍ତରରେ ଶୁକ୍ରବାର ରାଜ୍ଯସରକାର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇପିଏସ ଦେବଦତ୍ତ ସିଂ ।  ପୁଲିସ ମୁଖ୍ୟାଳୟ IG ହେଲେ ଦେବଦତ୍ତ ସିଂହ । ଜଗତସିଂହପୁର ଏସପି ହେଲେ ଅଖିଳେଶ୍ୱର ସିଂ । ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ପିଏସ୍ ପର୍ଶୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ସେହିପରି ରାହୁଲ ଜୈନ୍ ହେଲେ ବରଗଡ଼ ଏସ୍‌ପି। ନୂଆପଡା ଏସ୍‌ପି ହେଲେ ପ୍ରତ୍ୟୁଷ ଦିବାକର । ମୟୂରଭଞ୍ଜ ଏସ୍‌ପି ହେଲେ କେ.ଆର ଦ୍ୟାନଦେଓ । ମାଲକାନଗିରି ଏସ୍‌ପି ହେଲେ ପି.ଏସ ମୀନା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ RWSS ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

09 Jul 2021 By The Sakala

ଆଇପିଏସ ସ୍ତରରେ ଅଦଳବଦଳ: ଅଖିଳେଶ୍ୱର ସିଂ ହେଲେ ଜଗତସିଂହପୁର ଏସପି, ପି.ଏସ ମୀନାଙ୍କୁ ମାଲକାନଗିରି ଏସ୍‌ପି ଦାୟିତ୍ବ

ଭୁବନେଶ୍ୱର: ଆଇପିଏସ ସ୍ତରରେ ଶୁକ୍ରବାର ରାଜ୍ଯସରକାର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇପିଏସ ଦେବଦତ୍ତ ସିଂ ।  ପୁଲିସ ମୁଖ୍ୟାଳୟ IG ହେଲେ ଦେବଦତ୍ତ ସିଂହ । ଜଗତସିଂହପୁର ଏସପି ହେଲେ ଅଖିଳେଶ୍ୱର ସିଂ । ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ପିଏସ୍ ପର୍ଶୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ସେହିପରି ରାହୁଲ ଜୈନ୍ ହେଲେ ବରଗଡ଼ ଏସ୍‌ପି। ନୂଆପଡା ଏସ୍‌ପି ହେଲେ ପ୍ରତ୍ୟୁଷ ଦିବାକର । ମୟୂରଭଞ୍ଜ ଏସ୍‌ପି ହେଲେ କେ.ଆର ଦ୍ୟାନଦେଓ । ମାଲକାନଗିରି ଏସ୍‌ପି ହେଲେ ପି.ଏସ ମୀନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର