ଇ-ବିଧାନସଭା ପାଇଁ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ

The Sakala Picture
Published On

ଭୁବନେଶ୍ୱର: ବଜେଟ୍ ଅଧିବେଶନରେ ଇ-ବିଧାନସଭା କାର୍ଯ୍ଯାକାରୀ ହେବା ପରେ ଏବେ ଏହାକୁ ନେଇ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ। ବିଧାୟକମାନେ ଇ-ବିଧାନସଭାରେ କିପରି ଭାଗନେବେ, ସେନେଇ ଆସନ୍ତା ବୁଧବାରଠାରୁ ବିଧାନସଭା ପରିସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯିବ। ଏଥିଲାଗି ୧୦ ଜଣିଆ ପ୍ରଶିକ୍ଷାର୍ଥୀଙ୍କ ସହ ସ୍ବତନ୍ତ୍ର ସେଲ୍ ଖୋଲାଯାଇଥିବା ବାଚସ୍ପତି ସୂର୍ଯ୍ଯାନାରାୟଣ ପାତ୍ର କହିଛନ୍ତି। ସେପଟେ ବିଧାୟକମାନେ ମଧ୍ୟ ଇ-ବିଧାନସଭା ଟ୍ରେନିଂ ନେବାକୁ ବେଶ୍ ଆଗ୍ରହୀ ଅଛନ୍ତି। ପୂର୍ବରୁ ବିଧାୟକଙ୍କୁ ଲାପଟପ୍ ଓ ଆଇପ୍ୟାଡ୍ ଦିଆଯାଇଛି। ଏହାସହ […]

ଭୁବନେଶ୍ୱର: ବଜେଟ୍ ଅଧିବେଶନରେ ଇ-ବିଧାନସଭା କାର୍ଯ୍ଯାକାରୀ ହେବା ପରେ ଏବେ ଏହାକୁ ନେଇ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ। ବିଧାୟକମାନେ ଇ-ବିଧାନସଭାରେ କିପରି ଭାଗନେବେ, ସେନେଇ ଆସନ୍ତା ବୁଧବାରଠାରୁ ବିଧାନସଭା ପରିସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯିବ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ଏଥିଲାଗି ୧୦ ଜଣିଆ ପ୍ରଶିକ୍ଷାର୍ଥୀଙ୍କ ସହ ସ୍ବତନ୍ତ୍ର ସେଲ୍ ଖୋଲାଯାଇଥିବା ବାଚସ୍ପତି ସୂର୍ଯ୍ଯାନାରାୟଣ ପାତ୍ର କହିଛନ୍ତି। ସେପଟେ ବିଧାୟକମାନେ ମଧ୍ୟ ଇ-ବିଧାନସଭା ଟ୍ରେନିଂ ନେବାକୁ ବେଶ୍ ଆଗ୍ରହୀ ଅଛନ୍ତି। ପୂର୍ବରୁ ବିଧାୟକଙ୍କୁ ଲାପଟପ୍ ଓ ଆଇପ୍ୟାଡ୍ ଦିଆଯାଇଛି। ଏହାସହ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । ବଜେଟ୍, ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ପ୍ରଶ୍ନ କାଳ ନେଭା ଆପ୍ ଜରିଆରେ ଉପଲବ୍ଧ ହେଉଛି ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

01 Mar 2021 By The Sakala

ଇ-ବିଧାନସଭା ପାଇଁ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର: ବଜେଟ୍ ଅଧିବେଶନରେ ଇ-ବିଧାନସଭା କାର୍ଯ୍ଯାକାରୀ ହେବା ପରେ ଏବେ ଏହାକୁ ନେଇ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ। ବିଧାୟକମାନେ ଇ-ବିଧାନସଭାରେ କିପରି ଭାଗନେବେ, ସେନେଇ ଆସନ୍ତା ବୁଧବାରଠାରୁ ବିଧାନସଭା ପରିସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯିବ।

ଏଥିଲାଗି ୧୦ ଜଣିଆ ପ୍ରଶିକ୍ଷାର୍ଥୀଙ୍କ ସହ ସ୍ବତନ୍ତ୍ର ସେଲ୍ ଖୋଲାଯାଇଥିବା ବାଚସ୍ପତି ସୂର୍ଯ୍ଯାନାରାୟଣ ପାତ୍ର କହିଛନ୍ତି। ସେପଟେ ବିଧାୟକମାନେ ମଧ୍ୟ ଇ-ବିଧାନସଭା ଟ୍ରେନିଂ ନେବାକୁ ବେଶ୍ ଆଗ୍ରହୀ ଅଛନ୍ତି। ପୂର୍ବରୁ ବିଧାୟକଙ୍କୁ ଲାପଟପ୍ ଓ ଆଇପ୍ୟାଡ୍ ଦିଆଯାଇଛି। ଏହାସହ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । ବଜେଟ୍, ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ପ୍ରଶ୍ନ କାଳ ନେଭା ଆପ୍ ଜରିଆରେ ଉପଲବ୍ଧ ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର