ହାଇଦ୍ରାବାଦରେ କ୍ରାଇମ, ଭୁବନେଶ୍ୱରରେ ଗିରଫ । ଭୁବନେଶ୍ୱରରୁ ବନ୍ଧା ହେଲେ ୫ ସାଇବର ଠକ

The Sakala Picture
Published On

ଭୁବନେଶ୍ୱରରୁ ଗିରଫ ହେଲେ ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ହାଇଦ୍ରାବାଦ ପୋଲିସ ୫ ଠକ କୁ ଗିରଫ କରିଛି । ହାଇଦ୍ରାବାଦରେ କ୍ରାଇମ କରିଥିଲେ, ବନ୍ଧାହେଲେ ଭୁବନେଶ୍ୱରରୁ । ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମ କରିଥିବା ଅଭିଯୋଗ ହୋଇଥିଲା। ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିଶନରେଟ ପୋଲିସ ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

09 Jul 2021 By The Sakala

ହାଇଦ୍ରାବାଦରେ କ୍ରାଇମ, ଭୁବନେଶ୍ୱରରେ ଗିରଫ । ଭୁବନେଶ୍ୱରରୁ ବନ୍ଧା ହେଲେ ୫ ସାଇବର ଠକ

ଭୁବନେଶ୍ୱରରୁ ଗିରଫ ହେଲେ ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ହାଇଦ୍ରାବାଦ ପୋଲିସ ୫ ଠକ କୁ ଗିରଫ କରିଛି । ହାଇଦ୍ରାବାଦରେ କ୍ରାଇମ କରିଥିଲେ, ବନ୍ଧାହେଲେ ଭୁବନେଶ୍ୱରରୁ । ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମ କରିଥିବା ଅଭିଯୋଗ ହୋଇଥିଲା। ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିଶନରେଟ ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର