ଗିରଫ ହେଲେ ରସିକିଆ ବିଲଡର ପ୍ରିୟବ୍ରତ ମିଶ୍ର, ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ

The Sakala Picture
Published On

ଭୁବନେଶ୍ୱର: ଗିରଫ ହେଲେ ରସିକିଆ ବିଲଡର ପ୍ରିୟବ୍ରତ ମିଶ୍ର । ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ବିବାହ କରି ଯୌତୁକ ବାବଦକୁ ଲକ୍ଷାଧିଟଙ୍କା ନେଇ ମଉଜ କରୁଥିଲେ।  ଯୌତୁକ ନିର୍ଯାତନା ଦେବା ଘଟଣାରେ ବିଲଡର ପ୍ରିୟବ୍ରତକୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେ ତାଙ୍କୁ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ଭୁବନେଶ୍ୱର କ୍ୟାପିଟାଲ ଥାନା ନୁହେଁ, ମହିଳା ଥାନା ଓ କେନ୍ଦ୍ରାପଡା ଥାନାରେ ମଧ୍ୟ […]

ଭୁବନେଶ୍ୱର: ଗିରଫ ହେଲେ ରସିକିଆ ବିଲଡର ପ୍ରିୟବ୍ରତ ମିଶ୍ର । ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ବିବାହ କରି ଯୌତୁକ ବାବଦକୁ ଲକ୍ଷାଧିଟଙ୍କା ନେଇ ମଉଜ କରୁଥିଲେ।  ଯୌତୁକ ନିର୍ଯାତନା ଦେବା ଘଟଣାରେ ବିଲଡର ପ୍ରିୟବ୍ରତକୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେ ତାଙ୍କୁ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ଭୁବନେଶ୍ୱର କ୍ୟାପିଟାଲ ଥାନା ନୁହେଁ, ମହିଳା ଥାନା ଓ କେନ୍ଦ୍ରାପଡା ଥାନାରେ ମଧ୍ୟ ବିଲଡରଙ୍କ ନାଁରେ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

08 Jul 2021 By The Sakala

ଗିରଫ ହେଲେ ରସିକିଆ ବିଲଡର ପ୍ରିୟବ୍ରତ ମିଶ୍ର, ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ

ଭୁବନେଶ୍ୱର: ଗିରଫ ହେଲେ ରସିକିଆ ବିଲଡର ପ୍ରିୟବ୍ରତ ମିଶ୍ର । ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ବିବାହ କରି ଯୌତୁକ ବାବଦକୁ ଲକ୍ଷାଧିଟଙ୍କା ନେଇ ମଉଜ କରୁଥିଲେ।  ଯୌତୁକ ନିର୍ଯାତନା ଦେବା ଘଟଣାରେ ବିଲଡର ପ୍ରିୟବ୍ରତକୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେ ତାଙ୍କୁ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ଭୁବନେଶ୍ୱର କ୍ୟାପିଟାଲ ଥାନା ନୁହେଁ, ମହିଳା ଥାନା ଓ କେନ୍ଦ୍ରାପଡା ଥାନାରେ ମଧ୍ୟ ବିଲଡରଙ୍କ ନାଁରେ ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର