ପୂଜାରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‌; ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ

The Sakala Picture
Published On

ଭୁବନେଶ୍ୱର: ପାର୍ବଣ ସମୟରେ ଯାତ୍ରୀସଂଖ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ପୂଜା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ଏହା ସହିତ ପୂର୍ବତଟ ରେଳବାଇ ତା’ର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଷ୍ଟେସନଗୁଡ଼ିକରୁ ଦେଶର ବିଭିନ୍ନ ସ୍ଥାନକୁ ୨୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବ। ଏହା ବ୍ୟତୀତ ଅତିରିକ୍ତ ଭାବରେ ୧୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ପୂର୍ବତଟ […]

ଭୁବନେଶ୍ୱର: ପାର୍ବଣ ସମୟରେ ଯାତ୍ରୀସଂଖ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ପୂଜା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ଏହା ସହିତ ପୂର୍ବତଟ ରେଳବାଇ ତା’ର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଷ୍ଟେସନଗୁଡ଼ିକରୁ ଦେଶର ବିଭିନ୍ନ ସ୍ଥାନକୁ ୨୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବ। ଏହା ବ୍ୟତୀତ ଅତିରିକ୍ତ ଭାବରେ ୧୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ଗତି କରିବା ସହିତ ପାଖାପାଖି ୧୧୩୪ ଟ୍ରିପ୍‌ ସ୍ୱତନ୍ତ୍ର ଟ୍ରେନ୍‌ ପୂଜା ସମୟରେ ଚାଲିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

06 Oct 2024 By The Sakala

ପୂଜାରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‌; ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ

ଭୁବନେଶ୍ୱର: ପାର୍ବଣ ସମୟରେ ଯାତ୍ରୀସଂଖ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ପୂଜା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ଏହା ସହିତ ପୂର୍ବତଟ ରେଳବାଇ ତା’ର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଷ୍ଟେସନଗୁଡ଼ିକରୁ ଦେଶର ବିଭିନ୍ନ ସ୍ଥାନକୁ ୨୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବ। ଏହା ବ୍ୟତୀତ ଅତିରିକ୍ତ ଭାବରେ ୧୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ଗତି କରିବା ସହିତ ପାଖାପାଖି ୧୧୩୪ ଟ୍ରିପ୍‌ ସ୍ୱତନ୍ତ୍ର ଟ୍ରେନ୍‌ ପୂଜା ସମୟରେ ଚାଲିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର