କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ ମହିଳା ନିଖୋଜ ଘଟଣା: ଉଭୟ ଜୀବିତ ଉଦ୍ଧାର, ଏଯାଏଁ ଖୋଲିନି ଘଟଣାର ଗୁମର…
କଟକ: କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ ମହିଳା ନିଖୋଜ ଘଟଣା । ଉଭୟ ଜୀବିତ ଉଦ୍ଧାର, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଲା ପୁଲିସ। ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ନଦୀକୁ ଡେଇଁଥିଲେ। ଗତକାଲି ସନ୍ଧ୍ୟାରେ ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁପଡ଼ିଥିଲେ। ଉଭୟେ ସମ୍ପର୍କରେ ଶଳାଭାଉଜ ଓ ନଣନ୍ଦେଇ ହୋଇଥିବା ସୂଚନା। ହେଲେ ବର୍ତ୍ତମାନ ସୁଦ୍ଧା ଘଟଣାର ସମ୍ପୂର୍ଣ୍ଣ ଗୁମର ଖୋଲିନି।

10 Aug 2024
By The Sakala

⊕ https://www.thesakala.in/latest-odisha-news/man-and-woman-missing-after-jumping-into-kathajodi-river-both-rescued/article-34296