ଆଜବେଷ୍ଟସ ଭାଙ୍ଗି ଦୋକାନରୁ ମୋବାଇଲ୍, କମ୍ପ୍ୟୁଟର ଲୁଟିନେଲେ ଦୁର୍ବୃତ୍ତ

The Sakala Picture
Published On

ବାଲିପାଟଣା : ବାଲିପାଟଣା ଛକରେ ଥିବା ପ୍ରତୀକ ରାଉତରାୟଙ୍କ ମୋବାଇଲ୍ ଦୋକାନରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ୍ ଲୁଟେରା ଲୁଟି ନେଇଥିବା ସୂଚନା ମିଳିଛି। ଦୋକାନର ଆଜବେଷ୍ଟସ ଭାଙ୍ଗି ଚୋରମାନେ ଦୋକାନ ଭିତରେ ପଶି ୧୮ ଟି ଦାମୀ ମୋବାଇଲ୍ , କମ୍ପ୍ୟୂୁଟର ଏବଂ ଅନ୍ୟାନ ମୋବାଇଲ ସାମଗ୍ରୀ ସବୁ କିଛି ନେଇ ଯାଇଛନ୍ତି ଦୁବୃର୍ତ୍ତ । ଆଜି ସକାଳୁ ପ୍ରତୀକ ଦୋକାନ ଖୋଲିବା ପାଇଁ ଆସିଥିବା ସମୟରେ ଦୋକାନର ଆଜବେଷ୍ଟସ ଭଙ୍ଗା ଯାଇ ସମସ୍ତ […]

ବାଲିପାଟଣା : ବାଲିପାଟଣା ଛକରେ ଥିବା ପ୍ରତୀକ ରାଉତରାୟଙ୍କ ମୋବାଇଲ୍ ଦୋକାନରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ୍ ଲୁଟେରା ଲୁଟି ନେଇଥିବା ସୂଚନା ମିଳିଛି। ଦୋକାନର ଆଜବେଷ୍ଟସ ଭାଙ୍ଗି ଚୋରମାନେ ଦୋକାନ ଭିତରେ ପଶି ୧୮ ଟି ଦାମୀ ମୋବାଇଲ୍ , କମ୍ପ୍ୟୂୁଟର ଏବଂ ଅନ୍ୟାନ ମୋବାଇଲ ସାମଗ୍ରୀ ସବୁ କିଛି ନେଇ ଯାଇଛନ୍ତି ଦୁବୃର୍ତ୍ତ ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ଆଜି ସକାଳୁ ପ୍ରତୀକ ଦୋକାନ ଖୋଲିବା ପାଇଁ ଆସିଥିବା ସମୟରେ ଦୋକାନର ଆଜବେଷ୍ଟସ ଭଙ୍ଗା ଯାଇ ସମସ୍ତ ଜିନିଷ ଚୋରୀ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ । ଚୋରମାନେ ଏକ କଳା ରଙ୍ଗର ହେଲମେଟ୍ ଛାଡି ଯାଇଛନ୍ତି । ଲକଡାଉନ୍ ଏବଂ ସଟଡାଉନରେ ରାଜଧାନୀ ଉପକଣ୍ଠଠରେ ଚୋର ଲୁଟେରାଙ୍କ ପ୍ରାର୍ଦୁଭାବ ବଢି ବଢି ଚାଲିଛି । ଚୋର ଲୁଟେରାମାନେ ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

02 Jul 2021 By The Sakala

ଆଜବେଷ୍ଟସ ଭାଙ୍ଗି ଦୋକାନରୁ ମୋବାଇଲ୍, କମ୍ପ୍ୟୁଟର ଲୁଟିନେଲେ ଦୁର୍ବୃତ୍ତ

ବାଲିପାଟଣା : ବାଲିପାଟଣା ଛକରେ ଥିବା ପ୍ରତୀକ ରାଉତରାୟଙ୍କ ମୋବାଇଲ୍ ଦୋକାନରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ୍ ଲୁଟେରା ଲୁଟି ନେଇଥିବା ସୂଚନା ମିଳିଛି। ଦୋକାନର ଆଜବେଷ୍ଟସ ଭାଙ୍ଗି ଚୋରମାନେ ଦୋକାନ ଭିତରେ ପଶି ୧୮ ଟି ଦାମୀ ମୋବାଇଲ୍ , କମ୍ପ୍ୟୂୁଟର ଏବଂ ଅନ୍ୟାନ ମୋବାଇଲ ସାମଗ୍ରୀ ସବୁ କିଛି ନେଇ ଯାଇଛନ୍ତି ଦୁବୃର୍ତ୍ତ ।

ଆଜି ସକାଳୁ ପ୍ରତୀକ ଦୋକାନ ଖୋଲିବା ପାଇଁ ଆସିଥିବା ସମୟରେ ଦୋକାନର ଆଜବେଷ୍ଟସ ଭଙ୍ଗା ଯାଇ ସମସ୍ତ ଜିନିଷ ଚୋରୀ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ । ଚୋରମାନେ ଏକ କଳା ରଙ୍ଗର ହେଲମେଟ୍ ଛାଡି ଯାଇଛନ୍ତି । ଲକଡାଉନ୍ ଏବଂ ସଟଡାଉନରେ ରାଜଧାନୀ ଉପକଣ୍ଠଠରେ ଚୋର ଲୁଟେରାଙ୍କ ପ୍ରାର୍ଦୁଭାବ ବଢି ବଢି ଚାଲିଛି । ଚୋର ଲୁଟେରାମାନେ ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର