ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜା

The Sakala Picture
Published On

କଟକ: ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜା। କଟକ ଜିଲ୍ଲା ଦ୍ଵିତୀୟ ଦୌରା ଜଜ କୋର୍ଟ ଦେଲେ ଏହି ସଜା। ଆଜୀବନ ସଜା ସହ ୧୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ। ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସନ୍ତୋଷ ସାହୁକୁ ଏହି ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨୦୧୮ ମସିହାରେ ସିଡିଏ ସେକ୍ଟର-୭ରେ ଘଟିଥିଲା ଏହି ହତ୍ୟାକାଣ୍ଡ ଘଟଣା। ବାପାକୁ […]

କଟକ: ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜା। କଟକ ଜିଲ୍ଲା ଦ୍ଵିତୀୟ ଦୌରା ଜଜ କୋର୍ଟ ଦେଲେ ଏହି ସଜା। ଆଜୀବନ ସଜା ସହ ୧୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ।
ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସନ୍ତୋଷ ସାହୁକୁ ଏହି ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଅଗଷ୍ଟ ୨୦୧୮ ମସିହାରେ ସିଡିଏ ସେକ୍ଟର-୭ରେ ଘଟିଥିଲା ଏହି ହତ୍ୟାକାଣ୍ଡ ଘଟଣା। ବାପାକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ହତ୍ୟା କରିଥିଲା ପୁଅ।ଏ ନେଇ ମର୍କତନଗର ଥାନାରେ ଏତଲା ଦିଆଯାଇଥିଲା। କୋର୍ଟ ୨୪ ଟି ଡକ୍ୟୁମେଣ୍ଟ ଓ ୨୮ ଜଣ ସାକ୍ଷୀଙ୍କ ଆଧାରରେ ଏହି କାରାଦଣ୍ଡାଦେଶ ସଜା ଶୁଣେଇଛନ୍ତି। ଏ ନେଇ ଆଡ଼ିଶନାଲ ପବ୍ଲିକ ପ୍ରୋସେକ୍ୟୁଟର ବିଶ୍ୱଜିତ୍ ବରାଳ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

26 Jun 2024 By The Sakala

ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜା

କଟକ: ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜା। କଟକ ଜିଲ୍ଲା ଦ୍ଵିତୀୟ ଦୌରା ଜଜ କୋର୍ଟ ଦେଲେ ଏହି ସଜା। ଆଜୀବନ ସଜା ସହ ୧୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ।
ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସନ୍ତୋଷ ସାହୁକୁ ଏହି ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଅଗଷ୍ଟ ୨୦୧୮ ମସିହାରେ ସିଡିଏ ସେକ୍ଟର-୭ରେ ଘଟିଥିଲା ଏହି ହତ୍ୟାକାଣ୍ଡ ଘଟଣା। ବାପାକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ହତ୍ୟା କରିଥିଲା ପୁଅ।ଏ ନେଇ ମର୍କତନଗର ଥାନାରେ ଏତଲା ଦିଆଯାଇଥିଲା। କୋର୍ଟ ୨୪ ଟି ଡକ୍ୟୁମେଣ୍ଟ ଓ ୨୮ ଜଣ ସାକ୍ଷୀଙ୍କ ଆଧାରରେ ଏହି କାରାଦଣ୍ଡାଦେଶ ସଜା ଶୁଣେଇଛନ୍ତି। ଏ ନେଇ ଆଡ଼ିଶନାଲ ପବ୍ଲିକ ପ୍ରୋସେକ୍ୟୁଟର ବିଶ୍ୱଜିତ୍ ବରାଳ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର