ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍

The Sakala Picture
Published On

କଟକ: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ବାରବାଟୀରେ ଖେଳାଯିବ ଭାରତ -ଇଂଲଣ୍ଡ ଦିନିକିଆ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖ ( ରବିବାର) ଖେଳାଯିବ ଏହି ମ୍ୟାଚ୍। ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଇଂଲଣ୍ଡ। ପ୍ରଥମ ମ୍ୟାଚ୍ ନାଗପୁର, ୨ୟ ମ୍ୟାଚ୍ କଟକ ଓ ୩ୟ ମ୍ୟାଚଟି ଅହମ୍ମଦାବାଦରେ ଖେଳାଯିବ।  ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ଦେଇଛନ୍ତି।ପ୍ରାୟ ୫ବର୍ଷ ପରେ କଟକକୁ ଅନ୍ତର୍ଜାତୀୟ କ୍ରିକେଟ ଦିନିକିଆ ମ୍ୟାଚ […]

କଟକ: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ବାରବାଟୀରେ ଖେଳାଯିବ ଭାରତ -ଇଂଲଣ୍ଡ ଦିନିକିଆ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖ ( ରବିବାର) ଖେଳାଯିବ ଏହି ମ୍ୟାଚ୍। ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଇଂଲଣ୍ଡ। ପ୍ରଥମ ମ୍ୟାଚ୍ ନାଗପୁର, ୨ୟ ମ୍ୟାଚ୍ କଟକ ଓ ୩ୟ ମ୍ୟାଚଟି ଅହମ୍ମଦାବାଦରେ ଖେଳାଯିବ।  ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ଦେଇଛନ୍ତି।ପ୍ରାୟ ୫ବର୍ଷ ପରେ କଟକକୁ ଅନ୍ତର୍ଜାତୀୟ କ୍ରିକେଟ ଦିନିକିଆ ମ୍ୟାଚ ଫେରିଛି। ଶେଷ ଥର ପାଇଁ ବାରବାଟୀରେ ୨୦୧୯ ମସିହା ଡିସେମ୍ବରରେ ଖେଳାଯାଇଥିଲା ଦିନିକିଆ ମ୍ୟାଚ୍।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

20 Jun 2024 By The Sakala

ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍

କଟକ: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ବାରବାଟୀରେ ଖେଳାଯିବ ଭାରତ -ଇଂଲଣ୍ଡ ଦିନିକିଆ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖ ( ରବିବାର) ଖେଳାଯିବ ଏହି ମ୍ୟାଚ୍। ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଇଂଲଣ୍ଡ। ପ୍ରଥମ ମ୍ୟାଚ୍ ନାଗପୁର, ୨ୟ ମ୍ୟାଚ୍ କଟକ ଓ ୩ୟ ମ୍ୟାଚଟି ଅହମ୍ମଦାବାଦରେ ଖେଳାଯିବ।  ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ଦେଇଛନ୍ତି।ପ୍ରାୟ ୫ବର୍ଷ ପରେ କଟକକୁ ଅନ୍ତର୍ଜାତୀୟ କ୍ରିକେଟ ଦିନିକିଆ ମ୍ୟାଚ ଫେରିଛି। ଶେଷ ଥର ପାଇଁ ବାରବାଟୀରେ ୨୦୧୯ ମସିହା ଡିସେମ୍ବରରେ ଖେଳାଯାଇଥିଲା ଦିନିକିଆ ମ୍ୟାଚ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର