ବିଜେଡିର ମାଗଣା ବିଦ୍ଯୁତ ଘୋଷଣା ପରେ ବିଜେପିକୁ ଲାଗିଛି ଶକ୍ତ ଝଟକା: ସସ୍ମିତ ପାତ୍ର

The Sakala Picture
Published On

ବନେଶ୍ୱର: ବିଜେଡିର ମାଗଣା ବିଦ୍ଯୁତ ଘୋଷଣା ପରେ ବିଜେପିକୁ ଶକ୍ତ ଝଟକା। ମୋଦୀଙ୍କ ମନ୍ତବ୍ୟ ପରେ ପ୍ରେସମିଟ୍ କରି ବିରୋଧୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। କେନ୍ଦ୍ରର ମାଗଣା ବିଜୁଳି ଯୋଜନାକୁ ସେ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ ବିଜୁଳି ଜିରୋ ହୋଇ ଯିବ। ଓଡ଼ିଶାବାସୀ ଜାଣନ୍ତୁ ବିଜୁଳି ଜିରୋ ହେବନି। ବାସ୍ତବ କଥା ହେଉଛି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫତ୍ ଯୋଜନାରେ ସମସ୍ତଙ୍କୁ ମାଗଣା ବିଜୁଳି ମିଳିବନି। କାରଣ […]

ବନେଶ୍ୱର: ବିଜେଡିର ମାଗଣା ବିଦ୍ଯୁତ ଘୋଷଣା ପରେ ବିଜେପିକୁ ଶକ୍ତ ଝଟକା। ମୋଦୀଙ୍କ ମନ୍ତବ୍ୟ ପରେ ପ୍ରେସମିଟ୍ କରି ବିରୋଧୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। କେନ୍ଦ୍ରର ମାଗଣା ବିଜୁଳି ଯୋଜନାକୁ ସେ କଡ଼ା ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ପ୍ରଧାନମନ୍ତ୍ରୀ କହିଲେ ବିଜୁଳି ଜିରୋ ହୋଇ ଯିବ। ଓଡ଼ିଶାବାସୀ ଜାଣନ୍ତୁ ବିଜୁଳି ଜିରୋ ହେବନି। ବାସ୍ତବ କଥା ହେଉଛି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫତ୍ ଯୋଜନାରେ ସମସ୍ତଙ୍କୁ ମାଗଣା ବିଜୁଳି ମିଳିବନି। କାରଣ ଭାରତର ଏକ କୋଟି ଘରେ ଏହି ସୁବିଧା ମିଳିବ। ୯୦ ପ୍ରତିଶତ ଭାରତ କି, ୯୦ ପ୍ରତିଶତ ଓଡ଼ିଶା ଏହାର ଲାଭ ପାଇବ ନାହିଁ ବୋଲି କହିଛନ୍ତି ସସ୍ମିତ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ଏହି ଯୋଜନାରେ ଭେଣ୍ଡର ମାନେ ସୋଲାର ପ୍ୟାନେଲ ଲଗାଇବେ। ଯାହା ପାଇଁ ୪୦ ହଜାର ଟଙ୍କା ଖର୍ଚ୍ଚ କରିବେ ଲୋକେ। ଏହା ଗରିବଙ୍କ ପାଇଁ ନୁହେଁ ବୋଲି କହିଛନ୍ତି ସସ୍ମିତ। ଓଡ଼ିଶାର ଗରିବ ଆଦିବାସୀ ଏହି ୪୦ ହଜାର କେମିତି ଦେବେ। ଏହା ଧନୀ ଲୋକଙ୍କ ପାଇଁ, ଯେଉଁମାନେ ସୋଲାର ପ୍ୟାନେଲ ଲଗାଇପାରିବେ। ତେବେ ଏହା କଣ ଗରିବଙ୍କ ପାଇଁ ମାଗଣା ବୋଲି ପଚାରିଛନ୍ତି ସସ୍ମିତ। କାହିଁକି ଭୁଆଁ ବୁଲାଉଛନ୍ତି ସରକାର। ଏହି ଯୋଜନା ନୂଆ ନୁହେଁ। ଏହା ବଜେଟରେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ ଗୋଟେ ଘରକୁ ଵି ଯାଇନି, ଯାହା ଦ୍ଵିତୀୟ ବାହାସ୍ପୋଟ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ବିଜୁଳି ଦେବେ। ୯୦ ପ୍ରତିଶତ ଘରର ବିଲ ଜିରୋ ହେବ। ଏହା ବିଜେପି ଦେହକୁ ଯାଉନି। ଉଜ୍ଜ୍ଵଳା ଯୋଜନା ପରି ଏଥିରେ ଟଙ୍କା ଦେବାକୁ ପଡିବ। ବିଜେପି ପରାଜୟ ଆଡ଼କୁ ଯାଉଥିବାରୁ ସେମାନେ ଏପରି କହିବା ଆରମ୍ଭ କଲେଣି। ଗରିବ ମାଗଣା ବିଜୁଳି ପାଇବେ। ଏହା ହିଁ ନବୀନ ଗ୍ୟାରେଣ୍ଟି, ଏହା ହିଁ ନବୀନ ଇଂଜିନ ପ୍ରଗତି ଇଂଜିନ ଯାହା ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

11 May 2024 By The Sakala

ବିଜେଡିର ମାଗଣା ବିଦ୍ଯୁତ ଘୋଷଣା ପରେ ବିଜେପିକୁ ଲାଗିଛି ଶକ୍ତ ଝଟକା: ସସ୍ମିତ ପାତ୍ର

ବନେଶ୍ୱର: ବିଜେଡିର ମାଗଣା ବିଦ୍ଯୁତ ଘୋଷଣା ପରେ ବିଜେପିକୁ ଶକ୍ତ ଝଟକା। ମୋଦୀଙ୍କ ମନ୍ତବ୍ୟ ପରେ ପ୍ରେସମିଟ୍ କରି ବିରୋଧୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। କେନ୍ଦ୍ରର ମାଗଣା ବିଜୁଳି ଯୋଜନାକୁ ସେ କଡ଼ା ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ ବିଜୁଳି ଜିରୋ ହୋଇ ଯିବ। ଓଡ଼ିଶାବାସୀ ଜାଣନ୍ତୁ ବିଜୁଳି ଜିରୋ ହେବନି। ବାସ୍ତବ କଥା ହେଉଛି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫତ୍ ଯୋଜନାରେ ସମସ୍ତଙ୍କୁ ମାଗଣା ବିଜୁଳି ମିଳିବନି। କାରଣ ଭାରତର ଏକ କୋଟି ଘରେ ଏହି ସୁବିଧା ମିଳିବ। ୯୦ ପ୍ରତିଶତ ଭାରତ କି, ୯୦ ପ୍ରତିଶତ ଓଡ଼ିଶା ଏହାର ଲାଭ ପାଇବ ନାହିଁ ବୋଲି କହିଛନ୍ତି ସସ୍ମିତ।

ଏହି ଯୋଜନାରେ ଭେଣ୍ଡର ମାନେ ସୋଲାର ପ୍ୟାନେଲ ଲଗାଇବେ। ଯାହା ପାଇଁ ୪୦ ହଜାର ଟଙ୍କା ଖର୍ଚ୍ଚ କରିବେ ଲୋକେ। ଏହା ଗରିବଙ୍କ ପାଇଁ ନୁହେଁ ବୋଲି କହିଛନ୍ତି ସସ୍ମିତ। ଓଡ଼ିଶାର ଗରିବ ଆଦିବାସୀ ଏହି ୪୦ ହଜାର କେମିତି ଦେବେ। ଏହା ଧନୀ ଲୋକଙ୍କ ପାଇଁ, ଯେଉଁମାନେ ସୋଲାର ପ୍ୟାନେଲ ଲଗାଇପାରିବେ। ତେବେ ଏହା କଣ ଗରିବଙ୍କ ପାଇଁ ମାଗଣା ବୋଲି ପଚାରିଛନ୍ତି ସସ୍ମିତ। କାହିଁକି ଭୁଆଁ ବୁଲାଉଛନ୍ତି ସରକାର। ଏହି ଯୋଜନା ନୂଆ ନୁହେଁ। ଏହା ବଜେଟରେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ ଗୋଟେ ଘରକୁ ଵି ଯାଇନି, ଯାହା ଦ୍ଵିତୀୟ ବାହାସ୍ପୋଟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ବିଜୁଳି ଦେବେ। ୯୦ ପ୍ରତିଶତ ଘରର ବିଲ ଜିରୋ ହେବ। ଏହା ବିଜେପି ଦେହକୁ ଯାଉନି। ଉଜ୍ଜ୍ଵଳା ଯୋଜନା ପରି ଏଥିରେ ଟଙ୍କା ଦେବାକୁ ପଡିବ। ବିଜେପି ପରାଜୟ ଆଡ଼କୁ ଯାଉଥିବାରୁ ସେମାନେ ଏପରି କହିବା ଆରମ୍ଭ କଲେଣି। ଗରିବ ମାଗଣା ବିଜୁଳି ପାଇବେ। ଏହା ହିଁ ନବୀନ ଗ୍ୟାରେଣ୍ଟି, ଏହା ହିଁ ନବୀନ ଇଂଜିନ ପ୍ରଗତି ଇଂଜିନ ଯାହା ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର