ବିଜେଡ଼ିରେ ସାମିଲ ହେଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର

The Sakala Picture
Published On

ଭୁବନେଶ୍ବର: ବିଜେଡିରେ ମିଶିଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର । ମିନାକ୍ଷୀ ମିଶ୍ରଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମିନାକ୍ଷୀ ମିଶ୍ର ହେଉଛନ୍ତି ବିଜେଡି ନେତା ସ୍ୱର୍ଗତ ଦେଵବ୍ରତ ମିଶ୍ରଙ୍କ ପତ୍ନୀ । ସେ ବରଗଡ଼ର ଫାଇଟ ଫର ରାଇଟ ସାମାଜିକ ସଂଗଠନର ପ୍ରତିଷ୍ଠାତା । ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବିଜେଡି କହିଛି । ମିନାକ୍ଷୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ […]

ଭୁବନେଶ୍ବର: ବିଜେଡିରେ ମିଶିଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର । ମିନାକ୍ଷୀ ମିଶ୍ରଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମିନାକ୍ଷୀ ମିଶ୍ର ହେଉଛନ୍ତି ବିଜେଡି ନେତା ସ୍ୱର୍ଗତ ଦେଵବ୍ରତ ମିଶ୍ରଙ୍କ ପତ୍ନୀ । ସେ ବରଗଡ଼ର ଫାଇଟ ଫର ରାଇଟ ସାମାଜିକ ସଂଗଠନର ପ୍ରତିଷ୍ଠାତା । ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବିଜେଡି କହିଛି । ମିନାକ୍ଷୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ମୁଖପାତ୍ର ପ୍ରିୟବ୍ରତ ମାଝୀ ଓ କଣ୍ଟାବାଞ୍ଜି ଓ ପଦ୍ମପୁରର ପର୍ଯ୍ୟବେକ୍ଷକ ମୌସମ ମିଶ୍ର ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

25 Apr 2024 By The Sakala

ବିଜେଡ଼ିରେ ସାମିଲ ହେଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର

ଭୁବନେଶ୍ବର: ବିଜେଡିରେ ମିଶିଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର । ମିନାକ୍ଷୀ ମିଶ୍ରଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମିନାକ୍ଷୀ ମିଶ୍ର ହେଉଛନ୍ତି ବିଜେଡି ନେତା ସ୍ୱର୍ଗତ ଦେଵବ୍ରତ ମିଶ୍ରଙ୍କ ପତ୍ନୀ । ସେ ବରଗଡ଼ର ଫାଇଟ ଫର ରାଇଟ ସାମାଜିକ ସଂଗଠନର ପ୍ରତିଷ୍ଠାତା । ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବିଜେଡି କହିଛି । ମିନାକ୍ଷୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ମୁଖପାତ୍ର ପ୍ରିୟବ୍ରତ ମାଝୀ ଓ କଣ୍ଟାବାଞ୍ଜି ଓ ପଦ୍ମପୁରର ପର୍ଯ୍ୟବେକ୍ଷକ ମୌସମ ମିଶ୍ର ଉପସ୍ଥିତ ଥିଲେ ।

https://www.thesakala.in/latest-odisha-news/prominent-social-worker-of-bargarh-meenakshi-mishra-joins-bjd/article-31707
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର