ଟଙ୍କା ଲୁଟର ଅଭିନବ ଉପାୟ, ଫେସବୁକ ଆକାଉଣ୍ଟ ହ୍ୟାକ କରି ଲୁଟ କରିବାକୁ ଉଦ୍ୟମ

The Sakala Picture
Published On

ଜଳେଶ୍ବର : ଜଳେଶ୍ବରରେ ସାଇବର ଠକମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଛି।ଜନୈକ ବ୍ୟକ୍ତିଙ୍କ ନାମରେ କେହିଜଣେ ମିଥ୍ୟା ଫେସବୁକ୍ ଆକାଉଣ୍ଟ ଖୋଲି ଜରୁରୀ ଟଙ୍କା ଆବଶ୍ୟକ ଅଛି କହି ସମ୍ପର୍କୀୟଙ୍କୁ ଟଙ୍କା ମାଗୁଥିବା ବେଳେ ନ୍ୟାୟପାଇଁ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁହା ଗ୍ରାମ ପଞ୍ଚାୟତ ଅରୁହା ଗ୍ରାମର ଅଜିତ କୁମାର ନନ୍ଦୀ ଜଳେଶ୍ବର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ କୌଣସି ବ୍ୟକ୍ତି ତାଙ୍କ ନାମରେ ଥିବା ଫେସବୁକ୍ ଆକାଉଣ୍ଟକୁ […]

ଜଳେଶ୍ବର : ଜଳେଶ୍ବରରେ ସାଇବର ଠକମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଛି।ଜନୈକ ବ୍ୟକ୍ତିଙ୍କ ନାମରେ କେହିଜଣେ ମିଥ୍ୟା ଫେସବୁକ୍ ଆକାଉଣ୍ଟ ଖୋଲି ଜରୁରୀ ଟଙ୍କା ଆବଶ୍ୟକ ଅଛି କହି ସମ୍ପର୍କୀୟଙ୍କୁ ଟଙ୍କା ମାଗୁଥିବା ବେଳେ ନ୍ୟାୟପାଇଁ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁହା ଗ୍ରାମ ପଞ୍ଚାୟତ ଅରୁହା ଗ୍ରାମର ଅଜିତ କୁମାର ନନ୍ଦୀ ଜଳେଶ୍ବର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ କୌଣସି ବ୍ୟକ୍ତି ତାଙ୍କ ନାମରେ ଥିବା ଫେସବୁକ୍ ଆକାଉଣ୍ଟକୁ ଫ୍ୟାକ୍ କରି ତାଙ୍କର ଜରୁରୀ ଟଙ୍କା ଆବଶ୍ୟକ ଅଛି ବୋଲି କହି ତାଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କକୁ ଟଙ୍କା ମାଗୁଥିବା ସହିତ ତାଙ୍କର ପାସ ୱାର୍ଡ,ପ୍ରଫାଇଲ ପିକଚର ଆଦି ହେକ କରିଥିବା ଖବର ଜାଣିବାକୁ ପାଇ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ।ଶେଷରେ ନ୍ୟାୟ ପାଇଁ ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର