ଲାଞ୍ଚ ନେବା ମହଙ୍ଗାପଡ଼ିଲା : ଡା.ବାଚସ୍ପତି ଦାସ ଚାକିରିରୁ ବହିଷ୍କୃତ

The Sakala Picture
Published On

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଡାକ୍ତରଖାନାର ଅଧିକାରୀ ବାଚସ୍ପତି ଦାସଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଚିଠି ନଂ୨୮୦୯ ଅନୁସାରେ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ସୂଚନାଯୋଗ୍ୟ, ପାଟଣାଗଡ଼ ଡାକ୍ତରଖାନାରେ ରୋଗୀ ପରିଜନଙ୍କ ଠାରୁ ଲାଞ୍ଚ ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ବାଚସ୍ପତି ଦାସଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ […]

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଡାକ୍ତରଖାନାର ଅଧିକାରୀ ବାଚସ୍ପତି ଦାସଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଚିଠି ନଂ୨୮୦୯ ଅନୁସାରେ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ସୂଚନାଯୋଗ୍ୟ, ପାଟଣାଗଡ଼ ଡାକ୍ତରଖାନାରେ ରୋଗୀ ପରିଜନଙ୍କ ଠାରୁ ଲାଞ୍ଚ ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ଏହାପରେ ବାଚସ୍ପତି ଦାସଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ବଦଳି କରାଯାଇଥିଲା। ତେବେ ଏହି ଘଟଣାକୁ ଚପାଇବା ପାଇଁ ଶ୍ରୀଯୁକ୍ତ ଦାସ ମୁଖ୍ୟ ଅଭିଯୁକ୍ତକାରୀଙ୍କୁ ଟଙ୍କା ଦେଉଥିବା ଘଟଣା ପୁଣି ସାମ୍ନାକୁ ଆସିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯାହାକୁ ଆଧାର କରି ଡା ଦାସଙ୍କୁ ବହିଷ୍କାର କରାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

10 Jun 2021 By The Sakala

ଲାଞ୍ଚ ନେବା ମହଙ୍ଗାପଡ଼ିଲା : ଡା.ବାଚସ୍ପତି ଦାସ ଚାକିରିରୁ ବହିଷ୍କୃତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଡାକ୍ତରଖାନାର ଅଧିକାରୀ ବାଚସ୍ପତି ଦାସଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଚିଠି ନଂ୨୮୦୯ ଅନୁସାରେ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ସୂଚନାଯୋଗ୍ୟ, ପାଟଣାଗଡ଼ ଡାକ୍ତରଖାନାରେ ରୋଗୀ ପରିଜନଙ୍କ ଠାରୁ ଲାଞ୍ଚ ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ।

ଏହାପରେ ବାଚସ୍ପତି ଦାସଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ବଦଳି କରାଯାଇଥିଲା। ତେବେ ଏହି ଘଟଣାକୁ ଚପାଇବା ପାଇଁ ଶ୍ରୀଯୁକ୍ତ ଦାସ ମୁଖ୍ୟ ଅଭିଯୁକ୍ତକାରୀଙ୍କୁ ଟଙ୍କା ଦେଉଥିବା ଘଟଣା ପୁଣି ସାମ୍ନାକୁ ଆସିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯାହାକୁ ଆଧାର କରି ଡା ଦାସଙ୍କୁ ବହିଷ୍କାର କରାଯାଇଛି।

https://www.thesakala.in/latest-odisha-news/bribery-has-become-more-expensive-dr-bachaspati-das-has-been-fired/article-2830
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର