ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ ଟି ପ୍ରସ୍ତାବକୁ ମଞ୍ଜୁରୀ : ନୂଆପଡା-କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ହେବ ୨ରୁ ୪ ଲେନ୍

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଜି ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ଅର୍ଥ, ମତ୍ସ୍ୟ ଓ ପଶୁସଂପଦ ବିକାଶ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନୂଆପଡା-କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ୨ରୁ ୪ ଲେନ୍ ହେବ । ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର […]

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଜି ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ଅର୍ଥ, ମତ୍ସ୍ୟ ଓ ପଶୁସଂପଦ ବିକାଶ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନୂଆପଡା-କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ୨ରୁ ୪ ଲେନ୍ ହେବ । ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ୧୭୪ କିଲୋମିଟର ବିଜୁ ଏକ୍ସପ୍ରେସ ୱେ ୪ ଲେନ୍ କରିବା ପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

09 Jun 2021 By The Sakala

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ ଟି ପ୍ରସ୍ତାବକୁ ମଞ୍ଜୁରୀ : ନୂଆପଡା-କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ହେବ ୨ରୁ ୪ ଲେନ୍

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଜି ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ଅର୍ଥ, ମତ୍ସ୍ୟ ଓ ପଶୁସଂପଦ ବିକାଶ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନୂଆପଡା-କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ୨ରୁ ୪ ଲେନ୍ ହେବ । ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ୧୭୪ କିଲୋମିଟର ବିଜୁ ଏକ୍ସପ୍ରେସ ୱେ ୪ ଲେନ୍ କରିବା ପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ ।

https://www.thesakala.in/latest-odisha-news/11-proposals-approved-at-the-state-cabinet-meeting/article-2822
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର