କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ; ୨୦ ବାଇକ ଜବତ, ୩ ଗିରଫ

The Sakala Picture
Published On

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ । ଦୁର୍ଦ୍ଦାନ୍ତ ଲୁଟେରା ସାନୁ ସହ ଦୁଇ ସହଯୋଗୀଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଭିଯୁକ୍ତଙ୍କ ପାଖରୁ ୨୦ଟି ବାଇକ ଜବତ କରିଛି ପୋଲିସ । ଲୁଟେରା ସାନୁ ବାଇକ ଲୁଟ କରୁଥିବାବେଳେ ଦୁଇ ସହଯୋଗୀ ବାଇକ କିଣୁଥିଲେ । ଅଭିଯୁକ୍ତ ସାନୁ ନାମରେ ୨୦ରୁ ଅଧିକ ମାମଲା ରହିଛି । ଅଭିଯୁକ୍ତମାନେ ଚୋରୀ ବାଇକରେ ଅପରାଧ ଘଟାଉଥିଲେ । ଚୋରୀ କରିବା ପରେ […]

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ । ଦୁର୍ଦ୍ଦାନ୍ତ ଲୁଟେରା ସାନୁ ସହ ଦୁଇ ସହଯୋଗୀଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଭିଯୁକ୍ତଙ୍କ ପାଖରୁ ୨୦ଟି ବାଇକ ଜବତ କରିଛି ପୋଲିସ । ଲୁଟେରା ସାନୁ ବାଇକ ଲୁଟ କରୁଥିବାବେଳେ ଦୁଇ ସହଯୋଗୀ ବାଇକ କିଣୁଥିଲେ । ଅଭିଯୁକ୍ତ ସାନୁ ନାମରେ ୨୦ରୁ ଅଧିକ ମାମଲା ରହିଛି । ଅଭିଯୁକ୍ତମାନେ ଚୋରୀ ବାଇକରେ ଅପରାଧ ଘଟାଉଥିଲେ । ଚୋରୀ କରିବା ପରେ ବାଇକଗୁଡିକୁ ଅଳ୍ପ ଟଙ୍କାରେ ବିକ୍ରି କରିଦେଉଥିଲେ ଅଭିଯୁକ୍ତ । ଏମାନେ ପୂର୍ବରୁ କେତେ ବାଇକ ଚୋରୀ କରି ବିକ୍ରି କରିଛନ୍ତି ତା’ର ତଦନ୍ତ ଚାଲିଛି । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

12 Dec 2023 By The Sakala

କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ; ୨୦ ବାଇକ ଜବତ, ୩ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ । ଦୁର୍ଦ୍ଦାନ୍ତ ଲୁଟେରା ସାନୁ ସହ ଦୁଇ ସହଯୋଗୀଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଭିଯୁକ୍ତଙ୍କ ପାଖରୁ ୨୦ଟି ବାଇକ ଜବତ କରିଛି ପୋଲିସ । ଲୁଟେରା ସାନୁ ବାଇକ ଲୁଟ କରୁଥିବାବେଳେ ଦୁଇ ସହଯୋଗୀ ବାଇକ କିଣୁଥିଲେ । ଅଭିଯୁକ୍ତ ସାନୁ ନାମରେ ୨୦ରୁ ଅଧିକ ମାମଲା ରହିଛି । ଅଭିଯୁକ୍ତମାନେ ଚୋରୀ ବାଇକରେ ଅପରାଧ ଘଟାଉଥିଲେ । ଚୋରୀ କରିବା ପରେ ବାଇକଗୁଡିକୁ ଅଳ୍ପ ଟଙ୍କାରେ ବିକ୍ରି କରିଦେଉଥିଲେ ଅଭିଯୁକ୍ତ । ଏମାନେ ପୂର୍ବରୁ କେତେ ବାଇକ ଚୋରୀ କରି ବିକ୍ରି କରିଛନ୍ତି ତା’ର ତଦନ୍ତ ଚାଲିଛି । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର