କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବାହାଘର

The Sakala Picture
Published On

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ । ବିନା ଭକ୍ତ ଏବଂ ରୋଷଣୀରେ ହେବ ଶୀତଳଷଷ୍ଠୀ ପର୍ବ। ୭ଜଣ ସେବାୟତଙ୍କୁ ନେଇ ମନ୍ଦିର ପରିସରରେ ହେବ ଦେବ ବିବାହ। ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟକୁ ବିଏମସି ପକ୍ଷରୁ ଦିଆଯାଇଛି ସର୍ତ୍ତମୂଳକ ଅନୁମତି। ୭ଜଣ ସେବାୟତଙ୍କ ଦ୍ୱାରା କେଦାରଗୌରୀ ମନ୍ଦିର ପରିସରରେ ହେବ ଦେବ ବିବାହ। ଏଥିରେ ସାମିଲ ହେବାକୁ ଥିବା […]

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ । ବିନା ଭକ୍ତ ଏବଂ ରୋଷଣୀରେ ହେବ ଶୀତଳଷଷ୍ଠୀ ପର୍ବ। ୭ଜଣ ସେବାୟତଙ୍କୁ ନେଇ ମନ୍ଦିର ପରିସରରେ ହେବ ଦେବ ବିବାହ। ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟକୁ ବିଏମସି ପକ୍ଷରୁ ଦିଆଯାଇଛି ସର୍ତ୍ତମୂଳକ ଅନୁମତି। ୭ଜଣ ସେବାୟତଙ୍କ ଦ୍ୱାରା କେଦାରଗୌରୀ ମନ୍ଦିର ପରିସରରେ ହେବ ଦେବ ବିବାହ। ଏଥିରେ ସାମିଲ ହେବାକୁ ଥିବା ସେବାୟତ ଓ ପାଳିଆ ସେବାୟତଙ୍କର ଆଗୁଆ କରାଯିବ କୋଭିଡ ଟେଷ୍ଟ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ପରମ୍ପରା କ୍ରମେ ଲିଙ୍ଗରାଜଙ୍କ ଶୋଭାଯାତ୍ରା ମନ୍ଦିରରୁ ବାହାରି କେଦାରଗୌରୀ ମନ୍ଦିରକୁ ଯିବ। ଚଳିତ ବର୍ଷ ରଜ ସଂକ୍ରାନ୍ତି ଅର୍ଥାତ ୧୫ତାରିଖ ରାତି ୧୧ଟା ରେ ଲିଙ୍ଗରାଜଙ୍କ ପାଲିଙ୍କି ଓ ବିମାନ ବାହାରି କେଦାରଗୌରୀ ମନ୍ଦିରରେ ୧୧ଟା ୪୫ସୁଦ୍ଧା ପହଁଚିବ। ୭ଜଣ ସେବାୟତଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ତା ପରଦିନ ଅର୍ଥାତ ୧୬ତାରିଖ ରାତି ସାଢ଼େ ୧୦ଟା ସମୟରେ ପଟୁଆର ବାହାରି ୧୧ଟା୪୫ସୁଦ୍ଧା ଲିଙ୍ଗରାଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ଦେବା ଦେବୀ। ପରମ୍ପରା ଅନୁଯାୟୀ ଦେବ ବିବାହ କାର୍ଯ୍ୟରେ ବାସୁଦେବ ଓ କପିଳନାଥ ଦେବ ଉପସ୍ଥିତ ରହିବା କଥା। ତେବେ ଗତ କିଛି ବର୍ଷ ଧରି କୌଣସି କାରଣରୁ କପିଳନାଥ ଅନୁପସ୍ଥିତ ରହିବାରୁ ପରମ୍ପରା ଭଙ୍ଗ ହେଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

08 Jun 2021 By The Sakala

କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବାହାଘର

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ । ବିନା ଭକ୍ତ ଏବଂ ରୋଷଣୀରେ ହେବ ଶୀତଳଷଷ୍ଠୀ ପର୍ବ। ୭ଜଣ ସେବାୟତଙ୍କୁ ନେଇ ମନ୍ଦିର ପରିସରରେ ହେବ ଦେବ ବିବାହ। ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟକୁ ବିଏମସି ପକ୍ଷରୁ ଦିଆଯାଇଛି ସର୍ତ୍ତମୂଳକ ଅନୁମତି। ୭ଜଣ ସେବାୟତଙ୍କ ଦ୍ୱାରା କେଦାରଗୌରୀ ମନ୍ଦିର ପରିସରରେ ହେବ ଦେବ ବିବାହ। ଏଥିରେ ସାମିଲ ହେବାକୁ ଥିବା ସେବାୟତ ଓ ପାଳିଆ ସେବାୟତଙ୍କର ଆଗୁଆ କରାଯିବ କୋଭିଡ ଟେଷ୍ଟ।

ପରମ୍ପରା କ୍ରମେ ଲିଙ୍ଗରାଜଙ୍କ ଶୋଭାଯାତ୍ରା ମନ୍ଦିରରୁ ବାହାରି କେଦାରଗୌରୀ ମନ୍ଦିରକୁ ଯିବ। ଚଳିତ ବର୍ଷ ରଜ ସଂକ୍ରାନ୍ତି ଅର୍ଥାତ ୧୫ତାରିଖ ରାତି ୧୧ଟା ରେ ଲିଙ୍ଗରାଜଙ୍କ ପାଲିଙ୍କି ଓ ବିମାନ ବାହାରି କେଦାରଗୌରୀ ମନ୍ଦିରରେ ୧୧ଟା ୪୫ସୁଦ୍ଧା ପହଁଚିବ। ୭ଜଣ ସେବାୟତଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ତା ପରଦିନ ଅର୍ଥାତ ୧୬ତାରିଖ ରାତି ସାଢ଼େ ୧୦ଟା ସମୟରେ ପଟୁଆର ବାହାରି ୧୧ଟା୪୫ସୁଦ୍ଧା ଲିଙ୍ଗରାଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ଦେବା ଦେବୀ। ପରମ୍ପରା ଅନୁଯାୟୀ ଦେବ ବିବାହ କାର୍ଯ୍ୟରେ ବାସୁଦେବ ଓ କପିଳନାଥ ଦେବ ଉପସ୍ଥିତ ରହିବା କଥା। ତେବେ ଗତ କିଛି ବର୍ଷ ଧରି କୌଣସି କାରଣରୁ କପିଳନାଥ ଅନୁପସ୍ଥିତ ରହିବାରୁ ପରମ୍ପରା ଭଙ୍ଗ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର