ସାମ୍ୱାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବ ସାମ୍ୱାଦିକଙ୍କୁ ଟିକାକରଣ କାର୍ଯ୍ଯକ୍ରମର ଦ୍ୱିତୀୟ ପର୍ଯ୍ଯାୟ । ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ଯକ୍ରମରେ ଅପରାହ୍ଣ ୩ ଘଣ୍ଟିକାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ଯନ୍ତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ କାର୍ଯ୍ଯରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ ସାମ୍ବାଦିକମାନେ ଏହି ଟିକାକରଣ କାର୍ଯ୍ଯକ୍ରମରେ ଟିକା ପାଇପାରିବେ । ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଆରସି ଭିଲେଜ ନୟାପଲ୍ଲୀ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଏହି ୨ୟ ଡୋଜ […]

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବ ସାମ୍ୱାଦିକଙ୍କୁ ଟିକାକରଣ କାର୍ଯ୍ଯକ୍ରମର ଦ୍ୱିତୀୟ ପର୍ଯ୍ଯାୟ । ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ଯକ୍ରମରେ ଅପରାହ୍ଣ ୩ ଘଣ୍ଟିକାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ଯନ୍ତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ କାର୍ଯ୍ଯରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ ସାମ୍ବାଦିକମାନେ ଏହି ଟିକାକରଣ କାର୍ଯ୍ଯକ୍ରମରେ ଟିକା ପାଇପାରିବେ ।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଆରସି ଭିଲେଜ ନୟାପଲ୍ଲୀ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଏହି ୨ୟ ଡୋଜ ଟିକା ପ୍ରଦାନ କରାଯିବ। ଯେଉଁମାନେ ପୂର୍ବରୁ ଅନୁଷ୍ଠିତ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ଯକ୍ରମରେ ପ୍ରଥମ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ ଏହି ଠାରେ ୨ୟ ଡୋଜ ଟିକା ପ୍ରଦାନ କରାଯିବ। ଏହି କାର୍ଯ୍ଯକ୍ରମ ଆସନ୍ତା ସୋମବାର (୭ତାରିଖ) ଓ ମଙ୍ଗଳବାର(୮ତାରିଖ) ସକାଳ ୯ଟା ୩୦ମିନିଟ ଠାରୁ ଦିନ ଗୋଟାଏ ଓ ଅପରାହ୍ଣ ୩ଟାରୁ ୬ଟା ପର୍ୟ୍ୟନ୍ତ ଟିକାକରଣ ଚାଲୁ ରହିବ। ଏଣୁ ନିର୍ଦ୍ଧାରିତ ସ୍ଥାନ ଓ ସମୟରେ ଉପସ୍ଥିତ ରହି ଟିକା ନେବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି । ଟିକା ନେବାକୁ ଥିବା ସାମ୍ବାଦିକମାନଙ୍କ ତାଲିକା ବିଏମସି ପକ୍ଷରୁ ଦିଆଯିବ। ଏଣୁ ସେହି ତାଲିକା ଅନୁସାରେ ସାମ୍ବାଦିକମାନେ ଉପସ୍ଥିତ ରହିବାକୁ ଅନୁରୋଧ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

04 Jun 2021 By The Sakala

ସାମ୍ୱାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବ ସାମ୍ୱାଦିକଙ୍କୁ ଟିକାକରଣ କାର୍ଯ୍ଯକ୍ରମର ଦ୍ୱିତୀୟ ପର୍ଯ୍ଯାୟ । ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ଯକ୍ରମରେ ଅପରାହ୍ଣ ୩ ଘଣ୍ଟିକାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ଯନ୍ତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ କାର୍ଯ୍ଯରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ ସାମ୍ବାଦିକମାନେ ଏହି ଟିକାକରଣ କାର୍ଯ୍ଯକ୍ରମରେ ଟିକା ପାଇପାରିବେ ।

ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଆରସି ଭିଲେଜ ନୟାପଲ୍ଲୀ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଏହି ୨ୟ ଡୋଜ ଟିକା ପ୍ରଦାନ କରାଯିବ। ଯେଉଁମାନେ ପୂର୍ବରୁ ଅନୁଷ୍ଠିତ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ଯକ୍ରମରେ ପ୍ରଥମ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ ଏହି ଠାରେ ୨ୟ ଡୋଜ ଟିକା ପ୍ରଦାନ କରାଯିବ। ଏହି କାର୍ଯ୍ଯକ୍ରମ ଆସନ୍ତା ସୋମବାର (୭ତାରିଖ) ଓ ମଙ୍ଗଳବାର(୮ତାରିଖ) ସକାଳ ୯ଟା ୩୦ମିନିଟ ଠାରୁ ଦିନ ଗୋଟାଏ ଓ ଅପରାହ୍ଣ ୩ଟାରୁ ୬ଟା ପର୍ୟ୍ୟନ୍ତ ଟିକାକରଣ ଚାଲୁ ରହିବ। ଏଣୁ ନିର୍ଦ୍ଧାରିତ ସ୍ଥାନ ଓ ସମୟରେ ଉପସ୍ଥିତ ରହି ଟିକା ନେବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି । ଟିକା ନେବାକୁ ଥିବା ସାମ୍ବାଦିକମାନଙ୍କ ତାଲିକା ବିଏମସି ପକ୍ଷରୁ ଦିଆଯିବ। ଏଣୁ ସେହି ତାଲିକା ଅନୁସାରେ ସାମ୍ବାଦିକମାନେ ଉପସ୍ଥିତ ରହିବାକୁ ଅନୁରୋଧ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର