ସେବା ନିବୃତ ଜଣେ ସିଂହାରୀ ସେବାୟତକୁ ନେଇ ଶ୍ରୀମନ୍ଦିରରେ ବିବାଦ, ଆଗକୁ ବଢି ପାରୁନି ନୀତିକାନ୍ତି

The Sakala Picture
Published On

ପୁରୀ: ସେବା ନିବୃତ ଜଣେ ସିଂହାରୀ ସେବାୟତକୁ ନେଇ ଶ୍ରୀମନ୍ଦିରରେ ବିବାଦ ଉପୁଜିଛି । ସେବା ନିବୃତ ସତ୍ତ୍ୱେ ଜଣେ ସେବାୟତ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିବାରୁ ବିରୋଧ କରାଯାଇଛି । ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁଁ ଆଗକୁ ବଢୁନି ନୀତିକାନ୍ତି। ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି । ବିବାଦ ତୁଟାଇବାକୁ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ପ୍ରମୁଖ ଉପସ୍ଥିତ ଅଛନ୍ତି । ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି […]

ପୁରୀ: ସେବା ନିବୃତ ଜଣେ ସିଂହାରୀ ସେବାୟତକୁ ନେଇ ଶ୍ରୀମନ୍ଦିରରେ ବିବାଦ ଉପୁଜିଛି । ସେବା ନିବୃତ ସତ୍ତ୍ୱେ ଜଣେ ସେବାୟତ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିବାରୁ ବିରୋଧ କରାଯାଇଛି । ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁଁ ଆଗକୁ ବଢୁନି ନୀତିକାନ୍ତି। ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି । ବିବାଦ ତୁଟାଇବାକୁ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଆହୁରି ପଢ଼ନ୍ତୁ: ମନଗଢ଼ା ମନ୍ତବ୍ୟ ଦେଇ ଫସିଗଲେ ବିଜେପି ସାଂସଦ: ଭର୍ତ୍ତୃହରି ମହତାବଙ୍କୁ ବିଜେଡି ସାଂସଦଙ୍କ କଟୁ ଭର୍ତ୍ସନା

ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ରହିଛି । ସପ୍ତପୁରୀ ଅମାବାସ୍ୟା ସାଙ୍ଗକୁ ବସ୍ତ୍ରହରଣ ଲୀଳା ରହିଛି। ଏହି ବିବାଦ ଫଳରେ ଦୈନନ୍ଦିନ ନୀତି ଏବଂ ସ୍ୱତନ୍ତ୍ର ନୀତିକାନ୍ତି କିଭଳି ସମ୍ପନ୍ନ ହେବ ତାକୁ ନେଇ ବିଭିନ୍ନ ନିଯୋଗ ସହ ଆଲୋଚନା ଚାଲିଛି ।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

15 Sep 2023 By The Sakala

ସେବା ନିବୃତ ଜଣେ ସିଂହାରୀ ସେବାୟତକୁ ନେଇ ଶ୍ରୀମନ୍ଦିରରେ ବିବାଦ, ଆଗକୁ ବଢି ପାରୁନି ନୀତିକାନ୍ତି

ପୁରୀ: ସେବା ନିବୃତ ଜଣେ ସିଂହାରୀ ସେବାୟତକୁ ନେଇ ଶ୍ରୀମନ୍ଦିରରେ ବିବାଦ ଉପୁଜିଛି । ସେବା ନିବୃତ ସତ୍ତ୍ୱେ ଜଣେ ସେବାୟତ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିବାରୁ ବିରୋଧ କରାଯାଇଛି । ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁଁ ଆଗକୁ ବଢୁନି ନୀତିକାନ୍ତି। ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି । ବିବାଦ ତୁଟାଇବାକୁ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ରହିଛି । ସପ୍ତପୁରୀ ଅମାବାସ୍ୟା ସାଙ୍ଗକୁ ବସ୍ତ୍ରହରଣ ଲୀଳା ରହିଛି। ଏହି ବିବାଦ ଫଳରେ ଦୈନନ୍ଦିନ ନୀତି ଏବଂ ସ୍ୱତନ୍ତ୍ର ନୀତିକାନ୍ତି କିଭଳି ସମ୍ପନ୍ନ ହେବ ତାକୁ ନେଇ ବିଭିନ୍ନ ନିଯୋଗ ସହ ଆଲୋଚନା ଚାଲିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର