ଜାଲ ସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ

The Sakala Picture
Published On

ଦିଗପହଣ୍ଡି: ଜାଲ ସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଛି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ନେହୁରୁ ବିଦ୍ୟାପୀଠରେ। ଏହାପରେ ଥାନାରେ ମାମଲା ରୁଜୁ କଲା ପାଟପୁର ପୁଲିସ । ଶିକ୍ଷୟତ୍ରୀଙ୍କ ନାମରେ ଶିକ୍ଷା ବିଭାଗ ଏତଲା ଦେବା ପରେ ଶିକ୍ଷୟତ୍ରୀ ଜଣଙ୍କ  ଫେରାରଥିବା ଜଣାପଡ଼ିଛି । ଜାଲସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାରୁ ଜିଲ୍ଲାପଳ ଉକ୍ତ ଶିକ୍ଷୟତ୍ରୀଙ୍କୁ ବହିଷ୍କୃତ କରିଛନ୍ତି। ଶିକ୍ଷୟତ୍ରୀଙ୍କ ନାମ ମନ୍ଦାକିନି ନାହାକ ବୋଲି ଜଣାପଡ଼ିଛି । […]

ଦିଗପହଣ୍ଡି: ଜାଲ ସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଛି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ନେହୁରୁ ବିଦ୍ୟାପୀଠରେ। ଏହାପରେ ଥାନାରେ ମାମଲା ରୁଜୁ କଲା ପାଟପୁର ପୁଲିସ । ଶିକ୍ଷୟତ୍ରୀଙ୍କ ନାମରେ ଶିକ୍ଷା ବିଭାଗ ଏତଲା ଦେବା ପରେ ଶିକ୍ଷୟତ୍ରୀ ଜଣଙ୍କ  ଫେରାରଥିବା ଜଣାପଡ଼ିଛି । ଜାଲସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାରୁ ଜିଲ୍ଲାପଳ ଉକ୍ତ ଶିକ୍ଷୟତ୍ରୀଙ୍କୁ ବହିଷ୍କୃତ କରିଛନ୍ତି। ଶିକ୍ଷୟତ୍ରୀଙ୍କ ନାମ ମନ୍ଦାକିନି ନାହାକ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଯୁକ୍ତ ଦୁଇ ସାର୍ଟିଫିକେଟ ମାର୍କ ସିଟ ନକଲି ବୋଲି କଟକ ବୋର୍ଡ ଦର୍ଶାଇଛି । ୨୦୧୨ ମସିହା ଠାରୁ ଚାକିରି କରୁଥିବା ମନ୍ଦାକିନି ୨୦୧୧ରେ ଯୁକ୍ତଦୁଇ ସାର୍ଟିଫିକେଟ ଦେଇଥିବା ବେଳେ। ରେଗୁଲାର ନିମନ୍ତେ OTET ପରୀକ୍ଷା ଦେବା ସହ ରେଗୁଲାର ନିମନ୍ତେ ଆବେଦନ କରିଥିବା ବେଳେ ଯୁକ୍ତ ଦୁଇ ସାର୍ଟିଫିକେଟ ନକଲି ବୋଲି ସୂଚନା ମିଳିଥିଲା ।

ଆହୁରି ପଢ଼ନ୍ତୁ: ଦଶହରାରେ ମଦୁଆ ଡ୍ରାଇଭରଙ୍କୁ ମିଳିବନି ତ୍ରାହି, ଭିଡ଼ ନିୟନ୍ତ୍ରଣ ସହ ଦ୍ରୁତ ଗତିରେ ଗାଡି ଚାଳନା ଉପରେ ରହିବ ନଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର