ସୁବର୍ଣ୍ଣରେଖା ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

The Sakala Picture
Published On

ଜଳେଶ୍ବର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପାଇକସିଦା ପଞ୍ଚାୟତର ବାଲିକବାଡ଼ ଠାରେ ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ପାଣିରୁ ଵିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଛି । ମାଛ ଦେଖିବାକୁ ଲୋକଙ୍କର ଭିଡ ଜମିଛି । ସୂଚନା ଅନୁଯାୟୀ ବାଲିକ ବାଡ଼ ଗ୍ରାମର ଶତ୍ରୁଘନ ଜେନା ଦିନ ୧୦ଟା ସମୟରେ ସୁବର୍ଣ୍ଣ ରେଖା ନଦୀର ବନ୍ୟା ପାଣିରେ ଡାଙ୍ଗୀ ଜାଲ ବସାଇ ଥିଲେ।ସେଥିରେ ଏକ ବିରଳ ପ୍ରଜାତିର ମାଛ ପଡିଥିଲା।ତେବେ ତାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ […]

ଜଳେଶ୍ବର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପାଇକସିଦା ପଞ୍ଚାୟତର ବାଲିକବାଡ଼ ଠାରେ ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ପାଣିରୁ ଵିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଛି । ମାଛ ଦେଖିବାକୁ ଲୋକଙ୍କର ଭିଡ ଜମିଛି । ସୂଚନା ଅନୁଯାୟୀ ବାଲିକ ବାଡ଼ ଗ୍ରାମର ଶତ୍ରୁଘନ ଜେନା ଦିନ ୧୦ଟା ସମୟରେ ସୁବର୍ଣ୍ଣ ରେଖା ନଦୀର ବନ୍ୟା ପାଣିରେ ଡାଙ୍ଗୀ ଜାଲ ବସାଇ ଥିଲେ।ସେଥିରେ ଏକ ବିରଳ ପ୍ରଜାତିର ମାଛ ପଡିଥିଲା।ତେବେ ତାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ ଜମିଥିଲା ତେବେ ମାଛଟିକୁ କେହି ଚିହ୍ନି ପାରି ନ ଥିଲେ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

29 May 2021 By The Sakala

ସୁବର୍ଣ୍ଣରେଖା ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

ଜଳେଶ୍ବର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପାଇକସିଦା ପଞ୍ଚାୟତର ବାଲିକବାଡ଼ ଠାରେ ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ପାଣିରୁ ଵିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଛି । ମାଛ ଦେଖିବାକୁ ଲୋକଙ୍କର ଭିଡ ଜମିଛି । ସୂଚନା ଅନୁଯାୟୀ ବାଲିକ ବାଡ଼ ଗ୍ରାମର ଶତ୍ରୁଘନ ଜେନା ଦିନ ୧୦ଟା ସମୟରେ ସୁବର୍ଣ୍ଣ ରେଖା ନଦୀର ବନ୍ୟା ପାଣିରେ ଡାଙ୍ଗୀ ଜାଲ ବସାଇ ଥିଲେ।ସେଥିରେ ଏକ ବିରଳ ପ୍ରଜାତିର ମାଛ ପଡିଥିଲା।ତେବେ ତାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ ଜମିଥିଲା ତେବେ ମାଛଟିକୁ କେହି ଚିହ୍ନି ପାରି ନ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର