କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଅପ୍ରତ୍ୟାଶିତ ଆଡମିସନ ବାତିଲ ସମ୍ପର୍କରେ ରାଜ୍ୟସଭାରେ ପ୍ରଶ୍ନ କଲେ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗୁଡିକରେ ଅପ୍ରତ୍ୟାଶିତ ଆଡମିସନ ବାତିଲ ସମ୍ପର୍କରେ ରାଜ୍ୟଭାରେ ଏକ ପ୍ରଶ୍ନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଆଡମିସନ ବାତିଲ ହେଲେ ଫି ଫେରସ୍ତ ନେଇ କିଛି ବ୍ୟବସ୍ଥା ଅଛି କି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହାର ଉତ୍ତରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର କହିଛନ୍ତି ଯେ, ଫି ଫେରସ୍ତ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା UGC ପୂର୍ବରୁ ଏକ ନୀତି ପ୍ରଣୟନ କରିଛି। ୨୦୨୩-୨୪ […]

ଭୁବନେଶ୍ବର: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗୁଡିକରେ ଅପ୍ରତ୍ୟାଶିତ ଆଡମିସନ ବାତିଲ ସମ୍ପର୍କରେ ରାଜ୍ୟଭାରେ ଏକ ପ୍ରଶ୍ନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଆଡମିସନ ବାତିଲ ହେଲେ ଫି ଫେରସ୍ତ ନେଇ କିଛି ବ୍ୟବସ୍ଥା ଅଛି କି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହାର ଉତ୍ତରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର କହିଛନ୍ତି ଯେ, ଫି ଫେରସ୍ତ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା UGC ପୂର୍ବରୁ ଏକ ନୀତି ପ୍ରଣୟନ କରିଛି। ୨୦୨୩-୨୪ ଶିକ୍ଷାବର୍ଷରୁ ପରିବର୍ଦ୍ଧିତ ନିୟମ ଅନୁଯାୟୀ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକରେ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆଡମିଶନ ଫି’ ସମ୍ପୂର୍ଣ୍ଣ ଫେରସ୍ତ ହେବ ଏବଂ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଆଡମିସନ ଛାତ୍ରଛାତ୍ରୀଙ୍କ ସର୍ବାଧିକ ୧ହଜାର ଟଙ୍କା କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ଶିକ୍ଷାନୁଷ୍ଠାନ ମାନଙ୍କରେ ଆଡମିସନ ନେଇସାରିଥିଲେ ମଧ୍ୟ ଶିକ୍ଷାର୍ଥି ଉନ୍ନତ ସୁଯୋଗ ମିଳିଲେ ପୁରୁଣା ଶିକ୍ଷାନୁଷ୍ଠାନକୁ ଛାଡିଥାନ୍ତି। ଅନେକ ସମୟରେ ଆଡମିସନ ବାବଦକୁ ପଇଠ କରିଥିବା ଅର୍ଥ ହରାଇବାକୁ ପଡୁଥିଲା।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

02 Aug 2023 By The Sakala

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଅପ୍ରତ୍ୟାଶିତ ଆଡମିସନ ବାତିଲ ସମ୍ପର୍କରେ ରାଜ୍ୟସଭାରେ ପ୍ରଶ୍ନ କଲେ ମାନସ ମଙ୍ଗରାଜ

ଭୁବନେଶ୍ବର: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗୁଡିକରେ ଅପ୍ରତ୍ୟାଶିତ ଆଡମିସନ ବାତିଲ ସମ୍ପର୍କରେ ରାଜ୍ୟଭାରେ ଏକ ପ୍ରଶ୍ନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଆଡମିସନ ବାତିଲ ହେଲେ ଫି ଫେରସ୍ତ ନେଇ କିଛି ବ୍ୟବସ୍ଥା ଅଛି କି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହାର ଉତ୍ତରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର କହିଛନ୍ତି ଯେ, ଫି ଫେରସ୍ତ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା UGC ପୂର୍ବରୁ ଏକ ନୀତି ପ୍ରଣୟନ କରିଛି। ୨୦୨୩-୨୪ ଶିକ୍ଷାବର୍ଷରୁ ପରିବର୍ଦ୍ଧିତ ନିୟମ ଅନୁଯାୟୀ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକରେ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆଡମିଶନ ଫି’ ସମ୍ପୂର୍ଣ୍ଣ ଫେରସ୍ତ ହେବ ଏବଂ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଆଡମିସନ ଛାତ୍ରଛାତ୍ରୀଙ୍କ ସର୍ବାଧିକ ୧ହଜାର ଟଙ୍କା କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଶିକ୍ଷାନୁଷ୍ଠାନ ମାନଙ୍କରେ ଆଡମିସନ ନେଇସାରିଥିଲେ ମଧ୍ୟ ଶିକ୍ଷାର୍ଥି ଉନ୍ନତ ସୁଯୋଗ ମିଳିଲେ ପୁରୁଣା ଶିକ୍ଷାନୁଷ୍ଠାନକୁ ଛାଡିଥାନ୍ତି। ଅନେକ ସମୟରେ ଆଡମିସନ ବାବଦକୁ ପଇଠ କରିଥିବା ଅର୍ଥ ହରାଇବାକୁ ପଡୁଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର