ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବହୁ ଉଠା ଦୋକାନ

The Sakala Picture
Published On

ଭୁବନେଶ୍ୱର:  ଭୁବନେଶ୍ବର ସ୍ଥିତ ପୋଖରୀପୁଟ ଅଞ୍ଚଳର ମଧୁସୂଦନ ପାର୍କ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ବହୁ ଉଠା ଦୋକାନ ଜଳିପୋଡି ପାଉଁଶ ହୋଇ ଯାଇଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । କେତୋଟି ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା ସଠିକ ସୂଚନା ମିଳି ନ ଥିବା ବେଳେ ୧୦ରୁ ଅଧିକ ଉଠା ଦୋକାନ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

23 May 2021 By The Sakala

ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବହୁ ଉଠା ଦୋକାନ

ଭୁବନେଶ୍ୱର:  ଭୁବନେଶ୍ବର ସ୍ଥିତ ପୋଖରୀପୁଟ ଅଞ୍ଚଳର ମଧୁସୂଦନ ପାର୍କ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ବହୁ ଉଠା ଦୋକାନ ଜଳିପୋଡି ପାଉଁଶ ହୋଇ ଯାଇଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । କେତୋଟି ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା ସଠିକ ସୂଚନା ମିଳି ନ ଥିବା ବେଳେ ୧୦ରୁ ଅଧିକ ଉଠା ଦୋକାନ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର