ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନନ୍ଦନକାନନକୁ ଆସିବ ହୁଲକ୍ ଗିବନ ଓ ଚିତ୍ରା ବିରାଡ଼ି

The Sakala Picture
Published On

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିବ ହୁଲକ୍ ଗିବନ। ଏ ନେଇ ଆସନ୍ତାକାଲି ଏକ ୬ ଜଣିଆ ଟିମ୍ ଅରୁଣାଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନା ଗସ୍ତ କରିବେ । ସେଠାରୁ ଏକ ଯୋଡା ହୁଲକ ଗିବନ ଏବଂ ଏକ ଯୋଡା ଚିତ୍ରା ବିରାଡ଼ି ଅଣାଯିବ। ପ୍ରତି ବଦଳରେ ଆସନ୍ତାକାଲି ନନ୍ଦନକାନନରୁ ଯିବେ ଏକହଳ ମହାବଳ ବାଘ ଏବଂ ତିନୋଟି ଘଡିଆଳ କୁମ୍ଭୀର। ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

13 Jul 2023 By The Sakala

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନନ୍ଦନକାନନକୁ ଆସିବ ହୁଲକ୍ ଗିବନ ଓ ଚିତ୍ରା ବିରାଡ଼ି

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିବ ହୁଲକ୍ ଗିବନ। ଏ ନେଇ ଆସନ୍ତାକାଲି ଏକ ୬ ଜଣିଆ ଟିମ୍ ଅରୁଣାଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନା ଗସ୍ତ କରିବେ । ସେଠାରୁ ଏକ ଯୋଡା ହୁଲକ ଗିବନ ଏବଂ ଏକ ଯୋଡା ଚିତ୍ରା ବିରାଡ଼ି ଅଣାଯିବ। ପ୍ରତି ବଦଳରେ ଆସନ୍ତାକାଲି ନନ୍ଦନକାନନରୁ ଯିବେ ଏକହଳ ମହାବଳ ବାଘ ଏବଂ ତିନୋଟି ଘଡିଆଳ କୁମ୍ଭୀର। ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର