ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବାହୁଡ଼ିଲେ ମହାବାହୁ: ସିଂହଦ୍ୱାର ସାମ୍ନାରେ ଲାଗିଲା ତିନି ରଥ, ବଡଦାଣ୍ଡରେ ଭକ୍ତିମୟ ପରିବେଶ

The Sakala Picture
Published On

ଭୁବନେଶ୍ବର: ସିଂହଦ୍ୱାରରେ ଲାଗିଛି ୩ ରଥ । ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ବଡ଼ଦାଣ୍ଡ ।  ଶରଧାବାଲିରୁ ବାହାରିବା ପରେ ୩ ରଥ ଶେଷରେ ସିଂହଦ୍ୱାର ସମ୍ମୁଖରେ ଲାଗିଛନ୍ତି । ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପରେ ଶେଷରେ ସିଂହଦ୍ୱାରର ନନ୍ଦିଘୋଷ ରଥ ପହଞ୍ଚିଥିଲା।  ବାହୁଡ଼ା ଯାତ୍ରାର ମହାପର୍ବ ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହୋଇଥିଲା । ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଭେଟିଲେ ମହାପ୍ରଭୁ । ଗଜପତିଙ୍କ ଉପସ୍ଥିତିରେ ଏହି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହୋଇଥିଲା। ମହାରାଜା ଗଜପତି […]

ଭୁବନେଶ୍ବର: ସିଂହଦ୍ୱାରରେ ଲାଗିଛି ୩ ରଥ । ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ବଡ଼ଦାଣ୍ଡ ।  ଶରଧାବାଲିରୁ ବାହାରିବା ପରେ ୩ ରଥ ଶେଷରେ ସିଂହଦ୍ୱାର ସମ୍ମୁଖରେ ଲାଗିଛନ୍ତି । ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପରେ ଶେଷରେ ସିଂହଦ୍ୱାରର ନନ୍ଦିଘୋଷ ରଥ ପହଞ୍ଚିଥିଲା।  ବାହୁଡ଼ା ଯାତ୍ରାର ମହାପର୍ବ ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହୋଇଥିଲା । ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଭେଟିଲେ ମହାପ୍ରଭୁ । ଗଜପତିଙ୍କ ଉପସ୍ଥିତିରେ ଏହି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହୋଇଥିଲା।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ 'ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬'

ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି ।

ଆହୁରି ପଢ଼ନ୍ତୁ: ପହିଲି ରଜରେ ୪ କୋଟି ଟଙ୍କାର ଆମିଷ ଖାଇଦେଲେ ରାଜଧାନୀବାସୀ

28 Jun 2023 By The Sakala

ବାହୁଡ଼ିଲେ ମହାବାହୁ: ସିଂହଦ୍ୱାର ସାମ୍ନାରେ ଲାଗିଲା ତିନି ରଥ, ବଡଦାଣ୍ଡରେ ଭକ୍ତିମୟ ପରିବେଶ

ଭୁବନେଶ୍ବର: ସିଂହଦ୍ୱାରରେ ଲାଗିଛି ୩ ରଥ । ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ବଡ଼ଦାଣ୍ଡ ।  ଶରଧାବାଲିରୁ ବାହାରିବା ପରେ ୩ ରଥ ଶେଷରେ ସିଂହଦ୍ୱାର ସମ୍ମୁଖରେ ଲାଗିଛନ୍ତି । ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପରେ ଶେଷରେ ସିଂହଦ୍ୱାରର ନନ୍ଦିଘୋଷ ରଥ ପହଞ୍ଚିଥିଲା।  ବାହୁଡ଼ା ଯାତ୍ରାର ମହାପର୍ବ ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହୋଇଥିଲା । ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଭେଟିଲେ ମହାପ୍ରଭୁ । ଗଜପତିଙ୍କ ଉପସ୍ଥିତିରେ ଏହି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହୋଇଥିଲା।

ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର