ବାହାନଗା ରେଳ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ଜାତିସଂଘ ସାଧାରଣ ପରିଷଦ ସଭାପତି

The Sakala Picture
Published On

ନୂଆଦିଲ୍ଲୀ: ବାହାନଗା ଭୟଙ୍କର ତଥା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜାତିସଂଘ ସାଧାରଣ ପରିଷଦ ସଭାପତି କସୱା କାରୋସି। ଟ୍ବିଟ୍ କରି ସେ ଏନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। କସୱା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। I’m deeply saddened to hear the news of the train crash in Odisha, India. My thoughts and prayers are […]

ନୂଆଦିଲ୍ଲୀ: ବାହାନଗା ଭୟଙ୍କର ତଥା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜାତିସଂଘ ସାଧାରଣ ପରିଷଦ ସଭାପତି କସୱା କାରୋସି। ଟ୍ବିଟ୍ କରି ସେ ଏନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। କସୱା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଗତକାଲି ରାତିରେ ବାଲେଶ୍ବର ବାହନଗାଠାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍, ଯଶୋବନ୍ଦପୁର ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ସେହିପରି ଗତକାଲି ରାତି ସାଢ଼େ ଆଠଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଉଦ୍ଧାର କାର୍ଯ୍ୟ ୧୪ ଘଣ୍ଟା ଅତିକ୍ରମ କରିସାରିବା ପରେ ବି ଏହା ପୂରା ହୋଇପାରି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର