୪୮ ଘଣ୍ଟା ପରେ ମିଳିଲା ପାୱାର କେନାଲ୍‌ରେ ଭାସିଯାଇଥିବା ନିଖୋଜ ଛାତ୍ରୀଙ୍କ ମୃତଦେହ

The Sakala Picture
Published On

ବୁର୍ଲା: ଆଜି ସନ୍ଧ୍ୟାରେ ୧୮ ହଜାର ସାଇଫନରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସନ୍ଧ୍ୟାରେ ମହାନଦୀ ସଡକ ଘାଟରୁ ଛାତ୍ରୀଙ୍କର ମୃତ ଦେହ ଉଦ୍ଧାର କରିଛି ବୁର୍ଲା ଅଗ୍ନିଶମ ବାହିନୀ । ମହାନଦୀ ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଏନେଇ ବୁର୍ଲା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ […]

ବୁର୍ଲା: ଆଜି ସନ୍ଧ୍ୟାରେ ୧୮ ହଜାର ସାଇଫନରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସନ୍ଧ୍ୟାରେ ମହାନଦୀ ସଡକ ଘାଟରୁ ଛାତ୍ରୀଙ୍କର ମୃତ ଦେହ ଉଦ୍ଧାର କରିଛି ବୁର୍ଲା ଅଗ୍ନିଶମ ବାହିନୀ । ମହାନଦୀ ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଏନେଇ ବୁର୍ଲା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

ସୂଚନା ଅନୁସାରେ ଗତ ମଙ୍ଗଳବାର ସନ୍ଧ୍ୟାରେ ନିଶା ଝା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ୧୮ ହଜାର ସାଇଫନ ଅଂଚଳକୁ ବୁଲିବାକୁ ଯାଇଥିଲେ । ତେବେ ସେଠାରେ ନିଶା ପାଣିକୁ ଦେଖି ଉତ୍ସାହିତ ହୋଇଥିଲେ । ତେବେ ପାଣିରେ ଖେଳୁଥିବା ସମୟରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ନିଶା । ତେବେ ପୁରୁଷ ବନ୍ଧୁ ଘଟଣା ଦିନ ଅଗ୍ନିଶମ ବାହିନୀକୁ ଡକାଇଥିବାବେଳେ ଖୋଜା ଖୋଜା ଆରମ୍ଭ ହୋଇଥିଲା । ୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ସନ୍ଧ୍ୟାରେ ଭାସମାନ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

11 May 2023 By The Sakala

୪୮ ଘଣ୍ଟା ପରେ ମିଳିଲା ପାୱାର କେନାଲ୍‌ରେ ଭାସିଯାଇଥିବା ନିଖୋଜ ଛାତ୍ରୀଙ୍କ ମୃତଦେହ

ବୁର୍ଲା: ଆଜି ସନ୍ଧ୍ୟାରେ ୧୮ ହଜାର ସାଇଫନରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସନ୍ଧ୍ୟାରେ ମହାନଦୀ ସଡକ ଘାଟରୁ ଛାତ୍ରୀଙ୍କର ମୃତ ଦେହ ଉଦ୍ଧାର କରିଛି ବୁର୍ଲା ଅଗ୍ନିଶମ ବାହିନୀ । ମହାନଦୀ ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଏନେଇ ବୁର୍ଲା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ ଗତ ମଙ୍ଗଳବାର ସନ୍ଧ୍ୟାରେ ନିଶା ଝା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ୧୮ ହଜାର ସାଇଫନ ଅଂଚଳକୁ ବୁଲିବାକୁ ଯାଇଥିଲେ । ତେବେ ସେଠାରେ ନିଶା ପାଣିକୁ ଦେଖି ଉତ୍ସାହିତ ହୋଇଥିଲେ । ତେବେ ପାଣିରେ ଖେଳୁଥିବା ସମୟରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ନିଶା । ତେବେ ପୁରୁଷ ବନ୍ଧୁ ଘଟଣା ଦିନ ଅଗ୍ନିଶମ ବାହିନୀକୁ ଡକାଇଥିବାବେଳେ ଖୋଜା ଖୋଜା ଆରମ୍ଭ ହୋଇଥିଲା । ୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ସନ୍ଧ୍ୟାରେ ଭାସମାନ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର