ଜୁଲାଇ ୩୦ରେ ହେବ ବାତିଲ୍ ହୋଇଥିବା OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ପୁଣି ଥରେ ହେବ ବାତିଲ୍ ହୋଇଥିବା OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା । ଜୁଲାଇ ୩୦ରେ ହେବ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା । ଗୋଟିଏ ସିଟିଂରେ OMRମୋଡ୍‌ରେ ହେବ ପରୀକ୍ଷା । ସବୁ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା ହେବାନେଇ OSSC ପକ୍ଷରୁ ବିଜ୍ଞପ୍ତି । ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ପରୀକ୍ଷା ବାତିଲ୍ ହୋଇଥିଲା । ବିଶେଷ ଭାବେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପଢି ବୁଝିବାରେ ସମ୍ଭବପର ହୋଇନଥିଲା । ଏନେଇ […]

ଭୁବନେଶ୍ୱର: ପୁଣି ଥରେ ହେବ ବାତିଲ୍ ହୋଇଥିବା OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା । ଜୁଲାଇ ୩୦ରେ ହେବ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା । ଗୋଟିଏ ସିଟିଂରେ OMRମୋଡ୍‌ରେ ହେବ ପରୀକ୍ଷା । ସବୁ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା ହେବାନେଇ OSSC ପକ୍ଷରୁ ବିଜ୍ଞପ୍ତି ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ପରୀକ୍ଷା ବାତିଲ୍ ହୋଇଥିଲା । ବିଶେଷ ଭାବେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପଢି ବୁଝିବାରେ ସମ୍ଭବପର ହୋଇନଥିଲା । ଏନେଇ ଅଭିଯୋଗ ପରେ ପରୀକ୍ଷା ବାତିଲ୍ କରିଥିଲା OSSC । ଗତ ୨୩ ତାରିଖରେ ୬୫ଟି ଆକାଉଣ୍ଟାଣ୍ଟ ପଦ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରିଲିମ୍ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଏମଆର ମାଧ୍ୟମରେ ପିଲାଙ୍କର ପରୀକ୍ଷା ଆୟୋଜିତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

01 May 2023 By The Sakala

ଜୁଲାଇ ୩୦ରେ ହେବ ବାତିଲ୍ ହୋଇଥିବା OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ପୁଣି ଥରେ ହେବ ବାତିଲ୍ ହୋଇଥିବା OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା । ଜୁଲାଇ ୩୦ରେ ହେବ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା । ଗୋଟିଏ ସିଟିଂରେ OMRମୋଡ୍‌ରେ ହେବ ପରୀକ୍ଷା । ସବୁ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା ହେବାନେଇ OSSC ପକ୍ଷରୁ ବିଜ୍ଞପ୍ତି ।

ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ପରୀକ୍ଷା ବାତିଲ୍ ହୋଇଥିଲା । ବିଶେଷ ଭାବେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପଢି ବୁଝିବାରେ ସମ୍ଭବପର ହୋଇନଥିଲା । ଏନେଇ ଅଭିଯୋଗ ପରେ ପରୀକ୍ଷା ବାତିଲ୍ କରିଥିଲା OSSC । ଗତ ୨୩ ତାରିଖରେ ୬୫ଟି ଆକାଉଣ୍ଟାଣ୍ଟ ପଦ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରିଲିମ୍ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଏମଆର ମାଧ୍ୟମରେ ପିଲାଙ୍କର ପରୀକ୍ଷା ଆୟୋଜିତ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର