ପୁଣି ଏସସିବି ରଚିଲା ନୂଆ ଇତିହାସ: ୪୦ ରୋଗୀଙ୍କ ଲାଇଭ ସର୍ଜରୀ ଦେଖିଲେ ୧୦୦ ଡାକ୍ତର

The Sakala Picture
Published On

କଟକ: ଏସସିବି ମେଡିକାଲ ରଚିଲା ନୂଆ ଇତିହାସ । ପ୍ରଥମ ଥର ପାଇଁ ସଂକ୍ରମଣ ଓ ଜନ୍ମାବସ୍ଥାରୁ ସଂକୁଚିତ ପରିସ୍ରାନଳୀର ହୋଇଛି ସଫଳ ଅସ୍ତ୍ରୋପଚାର । ଲାଇଭ ଓଟି ସହିତ କର୍ମଶାଳା ଆୟୋଜନ କରାଯାଇଛି । ପୂର୍ବ ଭାରତରେ ପ୍ରଥମ ଥର ପାଇଁ ୪୦ ଜଣ ଏପରି ରୋଗୀଙ୍କୁ ନେଇ ଲାଇଭ ସର୍ଜରୀ କରାଯାଇଛି । ଏଥିରେ ଏମ୍ସ ଡାକ୍ତରଙ୍କ ସମେତ ପୁନେ, ଜୟପୁର, କୋଲକତା ଓ ରାଞ୍ଚିରୁ ୧୬ ଜଣ ଡାକ୍ତର ସାମିଲ ହୋଇଛନ୍ତି । […]

କଟକ: ଏସସିବି ମେଡିକାଲ ରଚିଲା ନୂଆ ଇତିହାସ । ପ୍ରଥମ ଥର ପାଇଁ ସଂକ୍ରମଣ ଓ ଜନ୍ମାବସ୍ଥାରୁ ସଂକୁଚିତ ପରିସ୍ରାନଳୀର ହୋଇଛି ସଫଳ ଅସ୍ତ୍ରୋପଚାର । ଲାଇଭ ଓଟି ସହିତ କର୍ମଶାଳା ଆୟୋଜନ କରାଯାଇଛି । ପୂର୍ବ ଭାରତରେ ପ୍ରଥମ ଥର ପାଇଁ ୪୦ ଜଣ ଏପରି ରୋଗୀଙ୍କୁ ନେଇ ଲାଇଭ ସର୍ଜରୀ କରାଯାଇଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଏଥିରେ ଏମ୍ସ ଡାକ୍ତରଙ୍କ ସମେତ ପୁନେ, ଜୟପୁର, କୋଲକତା ଓ ରାଞ୍ଚିରୁ ୧୬ ଜଣ ଡାକ୍ତର ସାମିଲ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲା ହସ୍ପିଟାଲରୁ ୧୦୦ରୁ ଉର୍ଦ୍ଧ୍ବ ଡାକ୍ତର କର୍ମଶାଳାରେ ଭାଗନେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

14 Apr 2023 By The Sakala

ପୁଣି ଏସସିବି ରଚିଲା ନୂଆ ଇତିହାସ: ୪୦ ରୋଗୀଙ୍କ ଲାଇଭ ସର୍ଜରୀ ଦେଖିଲେ ୧୦୦ ଡାକ୍ତର

କଟକ: ଏସସିବି ମେଡିକାଲ ରଚିଲା ନୂଆ ଇତିହାସ । ପ୍ରଥମ ଥର ପାଇଁ ସଂକ୍ରମଣ ଓ ଜନ୍ମାବସ୍ଥାରୁ ସଂକୁଚିତ ପରିସ୍ରାନଳୀର ହୋଇଛି ସଫଳ ଅସ୍ତ୍ରୋପଚାର । ଲାଇଭ ଓଟି ସହିତ କର୍ମଶାଳା ଆୟୋଜନ କରାଯାଇଛି । ପୂର୍ବ ଭାରତରେ ପ୍ରଥମ ଥର ପାଇଁ ୪୦ ଜଣ ଏପରି ରୋଗୀଙ୍କୁ ନେଇ ଲାଇଭ ସର୍ଜରୀ କରାଯାଇଛି ।

ଏଥିରେ ଏମ୍ସ ଡାକ୍ତରଙ୍କ ସମେତ ପୁନେ, ଜୟପୁର, କୋଲକତା ଓ ରାଞ୍ଚିରୁ ୧୬ ଜଣ ଡାକ୍ତର ସାମିଲ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲା ହସ୍ପିଟାଲରୁ ୧୦୦ରୁ ଉର୍ଦ୍ଧ୍ବ ଡାକ୍ତର କର୍ମଶାଳାରେ ଭାଗନେଇଛନ୍ତି ।

https://www.thesakala.in/latest-odisha-news/scb-medical-arranges-live-surgery-seminar-for-100-doctors/article-20741
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର