ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁବ ମୌସୁମୀ ବାୟୁ

The Sakala Picture
Published On

ନୂଆଦିଲ୍ଲୀ: ଜୁନ ମାସର ପ୍ରଥମ ସପ୍ତାହର ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପହିଲାରେ କେରଳ ଛୁଇଁବ। ଚଳିତ ବର୍ଷ ଜୁନରେ ମୌସୁମୀ କରେଳ ଛୁଇଁବାକୁ ଥିବାବେଳେ କୋଭିଡ ସମୟରେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ଏନେଇ ସୂଚନା ଦେଇଛି । ମେ ୧୫ରେ ପାଣିପାଗ ବିଭାଗ ପକ୍ଷରୁ […]

ନୂଆଦିଲ୍ଲୀ: ଜୁନ ମାସର ପ୍ରଥମ ସପ୍ତାହର ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପହିଲାରେ କେରଳ ଛୁଇଁବ। ଚଳିତ ବର୍ଷ ଜୁନରେ ମୌସୁମୀ କରେଳ ଛୁଇଁବାକୁ ଥିବାବେଳେ କୋଭିଡ ସମୟରେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ଏନେଇ ସୂଚନା ଦେଇଛି । ମେ ୧୫ରେ ପାଣିପାଗ ବିଭାଗ ପକ୍ଷରୁ ବିଧିବଦ୍ଧ  ଦିଆଯିବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

06 May 2021 By The Sakala

ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଜୁନ ମାସର ପ୍ରଥମ ସପ୍ତାହର ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପହିଲାରେ କେରଳ ଛୁଇଁବ। ଚଳିତ ବର୍ଷ ଜୁନରେ ମୌସୁମୀ କରେଳ ଛୁଇଁବାକୁ ଥିବାବେଳେ କୋଭିଡ ସମୟରେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ଏନେଇ ସୂଚନା ଦେଇଛି । ମେ ୧୫ରେ ପାଣିପାଗ ବିଭାଗ ପକ୍ଷରୁ ବିଧିବଦ୍ଧ  ଦିଆଯିବ ବୋଲି କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର