ବିଧାନସଭାରେ ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ

The Sakala Picture
Published On

ଭୁବନେଶ୍ୱର:  ବିଧାନସଭାରେ ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଆଇନ ଶୃଙ୍ଖଳା ଠିକ ନଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ । କାରଣ ଆଇନ ଶୃଙ୍ଖଳା ନଥିବା ରାଜ୍ୟରେ ପୁଞ୍ଜି ନିବେଶ ହୁଏ ନାହିଁ । ଦେଶରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିଛି । ଯେତେ ପୁଞ୍ଜିପତିଙ୍କ ସହ ଆଲୋଚନା କରାଯାଇଛି ସେମାନେ ଓଡ଼ିଶାକୁ ଏକ ଶାନ୍ତି ପ୍ରିୟ ଓ […]

ଭୁବନେଶ୍ୱର:  ବିଧାନସଭାରେ ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଆଇନ ଶୃଙ୍ଖଳା ଠିକ ନଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ । କାରଣ ଆଇନ ଶୃଙ୍ଖଳା ନଥିବା ରାଜ୍ୟରେ ପୁଞ୍ଜି ନିବେଶ ହୁଏ ନାହିଁ । ଦେଶରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିଛି । ଯେତେ ପୁଞ୍ଜିପତିଙ୍କ ସହ ଆଲୋଚନା କରାଯାଇଛି ସେମାନେ ଓଡ଼ିଶାକୁ ଏକ ଶାନ୍ତି ପ୍ରିୟ ଓ ସୁନ୍ଦର ରାଜ୍ୟ ବୋଲି କହିଛନ୍ତି । ଓଡ଼ିଶାବାସୀ ଶାନ୍ତି ପ୍ରିୟ ଓ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗର୍ବିତ ବୋଲି ଗୃହରେ କଡ଼ା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଓଡ଼ିଶାରେ ଆଇନଶୃଙ୍ଖଳା ଠିକ ନାହିଁ କହିବା ଅର୍ଥ ଓଡ଼ିଶାବାସୀଙ୍କୁ ଅପମାନ କରିବା । ଶାନ୍ତିଶୃଙ୍ଖଳାର ସହ ସରିଛି ବିଶ୍ୱ କପ ହକି ଆୟୋଜନ, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ବେଶ ଶାନ୍ତି ସହକାରେ ସମାପନ ହେଉଛି । ସେହିପରି ପରୀକ୍ଷା ପରିଚାଳନା ମଧ୍ୟ ବେଶ ସୁରୁଖୁରୁରେ ହେଉଛି । ଏଥିରୁ ପ୍ରମାଣିତ ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ନବ ଦାସ ହତ୍ୟାକୁ ନେଇ ବିରୋଧୀ ମିଛ କହୁଛନ୍ତି । ଏହି ଧାଡିକୁ ଦୁଇ ଥର ଦୋହରାଇ ବିରୋଧୀ ମିଛ କହୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

21 Mar 2023 By The Sakala

ବିଧାନସଭାରେ ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ

ଭୁବନେଶ୍ୱର:  ବିଧାନସଭାରେ ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଆଇନ ଶୃଙ୍ଖଳା ଠିକ ନଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ । କାରଣ ଆଇନ ଶୃଙ୍ଖଳା ନଥିବା ରାଜ୍ୟରେ ପୁଞ୍ଜି ନିବେଶ ହୁଏ ନାହିଁ । ଦେଶରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିଛି । ଯେତେ ପୁଞ୍ଜିପତିଙ୍କ ସହ ଆଲୋଚନା କରାଯାଇଛି ସେମାନେ ଓଡ଼ିଶାକୁ ଏକ ଶାନ୍ତି ପ୍ରିୟ ଓ ସୁନ୍ଦର ରାଜ୍ୟ ବୋଲି କହିଛନ୍ତି । ଓଡ଼ିଶାବାସୀ ଶାନ୍ତି ପ୍ରିୟ ଓ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗର୍ବିତ ବୋଲି ଗୃହରେ କଡ଼ା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ ଆଇନଶୃଙ୍ଖଳା ଠିକ ନାହିଁ କହିବା ଅର୍ଥ ଓଡ଼ିଶାବାସୀଙ୍କୁ ଅପମାନ କରିବା । ଶାନ୍ତିଶୃଙ୍ଖଳାର ସହ ସରିଛି ବିଶ୍ୱ କପ ହକି ଆୟୋଜନ, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ବେଶ ଶାନ୍ତି ସହକାରେ ସମାପନ ହେଉଛି । ସେହିପରି ପରୀକ୍ଷା ପରିଚାଳନା ମଧ୍ୟ ବେଶ ସୁରୁଖୁରୁରେ ହେଉଛି । ଏଥିରୁ ପ୍ରମାଣିତ ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ନବ ଦାସ ହତ୍ୟାକୁ ନେଇ ବିରୋଧୀ ମିଛ କହୁଛନ୍ତି । ଏହି ଧାଡିକୁ ଦୁଇ ଥର ଦୋହରାଇ ବିରୋଧୀ ମିଛ କହୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

https://www.thesakala.in/latest-odisha-news/chief-minister-gave-a-strong-reply-to-the-opposition-in-the-assembly/article-20008
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର