ମାଟ୍ରିକ ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା- ମନ୍ତ୍ରୀ ସମୀର ରଞ୍ଜନ ଦାଶ

The Sakala Picture
Published On

ଭୁବନେଶ୍ବର: ଫର୍ମ ଫିଲପ୍ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ପାଇଁ  ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବା ନେଇ ଗୃହରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ରଖିଛନ୍ତି। ତେବେ ୨୦୨୧-୨୨ ରେ ୪୫ ହଜାର ପିଲା ମାଟ୍ରିକ ଦେଇ ନ ଥିଲେ।ବର୍ତ୍ତାମାନ ଏହି ସଂଖ୍ୟା କମିଛି। ମାଟ୍ରିକରେ ଚଳିତ ବର୍ଷ ୧୩୦୫୮ ପିଲା ଫର୍ମ ଫିଲପ୍ କରି ପରୀକ୍ଷା ଦେଇନାହାଁନ୍ତି। ଗତ ଶିକ୍ଷାବର୍ଷରେ ୨୦୨୧-୨୨ ରେ ୪୫ ହଜାର ପିଲା […]

ଭୁବନେଶ୍ବର: ଫର୍ମ ଫିଲପ୍ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ପାଇଁ  ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବା ନେଇ ଗୃହରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ରଖିଛନ୍ତି। ତେବେ ୨୦୨୧-୨୨ ରେ ୪୫ ହଜାର ପିଲା ମାଟ୍ରିକ ଦେଇ ନ ଥିଲେ।ବର୍ତ୍ତାମାନ ଏହି ସଂଖ୍ୟା କମିଛି। ମାଟ୍ରିକରେ ଚଳିତ ବର୍ଷ ୧୩୦୫୮ ପିଲା ଫର୍ମ ଫିଲପ୍ କରି ପରୀକ୍ଷା ଦେଇନାହାଁନ୍ତି। ଗତ ଶିକ୍ଷାବର୍ଷରେ ୨୦୨୧-୨୨ ରେ ୪୫ ହଜାର ପିଲା ଦେଇ ନ ଥିଲେ। ଏହି ହାର କମିଛି। ଯେଉଁ ପିଲା ମାନେ ପରୀକ୍ଷା ଦେଇନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ ଉତ୍ତର ରଖଛନ୍ତି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

14 Mar 2023 By The Sakala

ମାଟ୍ରିକ ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା- ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ଫର୍ମ ଫିଲପ୍ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ପାଇଁ  ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବା ନେଇ ଗୃହରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ରଖିଛନ୍ତି। ତେବେ ୨୦୨୧-୨୨ ରେ ୪୫ ହଜାର ପିଲା ମାଟ୍ରିକ ଦେଇ ନ ଥିଲେ।ବର୍ତ୍ତାମାନ ଏହି ସଂଖ୍ୟା କମିଛି। ମାଟ୍ରିକରେ ଚଳିତ ବର୍ଷ ୧୩୦୫୮ ପିଲା ଫର୍ମ ଫିଲପ୍ କରି ପରୀକ୍ଷା ଦେଇନାହାଁନ୍ତି। ଗତ ଶିକ୍ଷାବର୍ଷରେ ୨୦୨୧-୨୨ ରେ ୪୫ ହଜାର ପିଲା ଦେଇ ନ ଥିଲେ। ଏହି ହାର କମିଛି। ଯେଉଁ ପିଲା ମାନେ ପରୀକ୍ଷା ଦେଇନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ ଉତ୍ତର ରଖଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର