ଖ୍ରୀଷ୍ଟିୟାନ ମହିଳାଙ୍କ ଶବ ସତ୍କାର କଲେ ମୁସଲିମ୍‌ ଯୁବକ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା କୋଭିଡ ହସ୍ପିଟାଲରେ ଜଣେ ଖ୍ରୀଷ୍ଟିୟାନ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଏହି ମହିଳାଙ୍କ ଶବ ସତ୍କାର ଜଣେ ମୁସଲିମ ଯୁବକ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ନୂଆପଡା ଗ୍ରାମର ଉସାନ ଡୁଙ୍ଗଡୁଙ୍ଗ କରୋନା ସଂକ୍ରମିତ ହେବା ପରେ ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ଜଣା ପଡ଼ିବା ପରେ ତାଙ୍କ ଝିଅ ସୁନିତା ଡୁଙ୍ଗଡୁଙ୍ଗ ହସ୍ପିଟାଲକୁ ଆସିଥିଲେ। […]

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା କୋଭିଡ ହସ୍ପିଟାଲରେ ଜଣେ ଖ୍ରୀଷ୍ଟିୟାନ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଏହି ମହିଳାଙ୍କ ଶବ ସତ୍କାର ଜଣେ ମୁସଲିମ ଯୁବକ କରିଥିବା ଜଣାପଡ଼ିଛି। ମିଳିଥିବା

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ନୂଆପଡା ଗ୍ରାମର ଉସାନ ଡୁଙ୍ଗଡୁଙ୍ଗ କରୋନା ସଂକ୍ରମିତ ହେବା ପରେ ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ଜଣା ପଡ଼ିବା ପରେ ତାଙ୍କ ଝିଅ ସୁନିତା ଡୁଙ୍ଗଡୁଙ୍ଗ ହସ୍ପିଟାଲକୁ ଆସିଥିଲେ। କରୋନାରେ ମୃତ୍ୟୁ ହୋଇଥିବାରୁ ସରକାରଙ୍କ ନିୟମ ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ପୋଡି ଦେବାର ବ୍ୟବସ୍ଥା ରହିଛି। ତେବେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ହୋଇଥିବାରୁ ସଂସ୍କାର ନେଇ ସମସ୍ୟା ଉପୁଜିଥିଲା। କୌଣସି ମତେ ଖବର ପାଇ ବୁର୍ଲା ବିଷ୍ଣୁ ମନ୍ଦିର ପଡାର ମହମ୍ମଦ ସୋହେବ (୨୭) ନିଜସ୍ୱ ଖର୍ଚ୍ଚରୁ ଏକ ଜେସିବି ବ୍ୟବସ୍ଥା କରିଥିଲେ। ଏପରିକି ପାଷ୍ଟରଙ୍କୁ ଡାକି ଯଥା ରୀତିନିତି ଅନୁସାରେ ସଂସ୍କାର କାମ କରିଥିଲେ। ଏହାପରେ ମହତାବ ନଗର କବରସ୍ଥାନରେ ଗାତ ଖୋଳି ତାଙ୍କୁ ସଂସ୍କାର କରାଯାଇଥିଲା। ୨ଟି ଭିନ୍ନଭିନ୍ନ ସମ୍ପ୍ରଦାୟ ହୋଇଥିଲେ ସୁଦ୍ଧା ମହମ୍ମଦଙ୍କ ପାଖରେ ମାନବିକତା ଥିବାରୁ ସେ ଏଭଳି ମହତ କାର୍ଯ୍ୟ କରି ବେଶ ପ୍ରସଂଶିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

23 Feb 2021 By The Sakala

ଖ୍ରୀଷ୍ଟିୟାନ ମହିଳାଙ୍କ ଶବ ସତ୍କାର କଲେ ମୁସଲିମ୍‌ ଯୁବକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା କୋଭିଡ ହସ୍ପିଟାଲରେ ଜଣେ ଖ୍ରୀଷ୍ଟିୟାନ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଏହି ମହିଳାଙ୍କ ଶବ ସତ୍କାର ଜଣେ ମୁସଲିମ ଯୁବକ କରିଥିବା ଜଣାପଡ଼ିଛି। ମିଳିଥିବା

ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ନୂଆପଡା ଗ୍ରାମର ଉସାନ ଡୁଙ୍ଗଡୁଙ୍ଗ କରୋନା ସଂକ୍ରମିତ ହେବା ପରେ ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ଜଣା ପଡ଼ିବା ପରେ ତାଙ୍କ ଝିଅ ସୁନିତା ଡୁଙ୍ଗଡୁଙ୍ଗ ହସ୍ପିଟାଲକୁ ଆସିଥିଲେ। କରୋନାରେ ମୃତ୍ୟୁ ହୋଇଥିବାରୁ ସରକାରଙ୍କ ନିୟମ ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ପୋଡି ଦେବାର ବ୍ୟବସ୍ଥା ରହିଛି। ତେବେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ହୋଇଥିବାରୁ ସଂସ୍କାର ନେଇ ସମସ୍ୟା ଉପୁଜିଥିଲା। କୌଣସି ମତେ ଖବର ପାଇ ବୁର୍ଲା ବିଷ୍ଣୁ ମନ୍ଦିର ପଡାର ମହମ୍ମଦ ସୋହେବ (୨୭) ନିଜସ୍ୱ ଖର୍ଚ୍ଚରୁ ଏକ ଜେସିବି ବ୍ୟବସ୍ଥା କରିଥିଲେ। ଏପରିକି ପାଷ୍ଟରଙ୍କୁ ଡାକି ଯଥା ରୀତିନିତି ଅନୁସାରେ ସଂସ୍କାର କାମ କରିଥିଲେ। ଏହାପରେ ମହତାବ ନଗର କବରସ୍ଥାନରେ ଗାତ ଖୋଳି ତାଙ୍କୁ ସଂସ୍କାର କରାଯାଇଥିଲା। ୨ଟି ଭିନ୍ନଭିନ୍ନ ସମ୍ପ୍ରଦାୟ ହୋଇଥିଲେ ସୁଦ୍ଧା ମହମ୍ମଦଙ୍କ ପାଖରେ ମାନବିକତା ଥିବାରୁ ସେ ଏଭଳି ମହତ କାର୍ଯ୍ୟ କରି ବେଶ ପ୍ରସଂଶିତ ହେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର