ଆମେରିକା ଯିବେ କୋରାପୁଟର ଦେଶୀ ବଇଦ ହରି ପାଙ୍ଗି; ଆମେରିକା ଔଷଧ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେବେ

The Sakala Picture
Published On

କୋରାପୁଟ: କୋରାପୁଟର ଦେଶୀ ବଇଦଙ୍କୁ ଆସିଛି ଆମେରିକାରୁ ଡାକରା । କୋରାପୁଟ ଜିଲ୍ଲାର ତେନ୍ତୁଳିଗୁଡା ଗ୍ରାମର ଆୟୁର୍ବେଦିକ ଚିକିତ୍ସକ ତଥା ଦେଶୀ ବାଇଦ ହେଉଛନ୍ତି ହରି ପାଙ୍ଗି। ଗୁପ୍ତେଶ୍ବର ଆୟୁର୍ବେଦିକ ଚିକିତ୍ସା କରନ୍ତି ହରି ପାଙ୍ଗି । ପ୍ରତିଦିନ ଏଠାକୁ ଆସନ୍ତି ବହୁ ରୋଗୀ। ବିଭିନ୍ନ ରୋଗୀ ଏଠାରେ ଭଲ ହୋଇ ଯାଉଥିବା ସେ କହିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀ ଜଟିଳ ରୋଗର ଚିକିତ୍ସା ପାଇଁ ଆସୁଛନ୍ତି। ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେ […]

କୋରାପୁଟ: କୋରାପୁଟର ଦେଶୀ ବଇଦଙ୍କୁ ଆସିଛି ଆମେରିକାରୁ ଡାକରା । କୋରାପୁଟ ଜିଲ୍ଲାର ତେନ୍ତୁଳିଗୁଡା ଗ୍ରାମର ଆୟୁର୍ବେଦିକ ଚିକିତ୍ସକ ତଥା ଦେଶୀ ବାଇଦ ହେଉଛନ୍ତି ହରି ପାଙ୍ଗି। ଗୁପ୍ତେଶ୍ବର ଆୟୁର୍ବେଦିକ ଚିକିତ୍ସା କରନ୍ତି ହରି ପାଙ୍ଗି । ପ୍ରତିଦିନ ଏଠାକୁ ଆସନ୍ତି ବହୁ ରୋଗୀ। ବିଭିନ୍ନ ରୋଗୀ ଏଠାରେ ଭଲ ହୋଇ ଯାଉଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀ ଜଟିଳ ରୋଗର ଚିକିତ୍ସା ପାଇଁ ଆସୁଛନ୍ତି। ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେ ଆମେରିକା ଔଷଧ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେବେ।

ଆହୁରି ପଢ଼ନ୍ତୁ: ଭବ୍ୟ ସ୍ୱାଗତ ମାଧ୍ୟମରେ ଧର୍ମେନ୍ଦ୍ରଙ୍କ ବିଫଳତାକୁ ଲୁଚାଇବାକୁ ଅପପ୍ରୟାସ କରାଯାଉଛି: ବିଜେଡି

26 Feb 2023 By The Sakala

ଆମେରିକା ଯିବେ କୋରାପୁଟର ଦେଶୀ ବଇଦ ହରି ପାଙ୍ଗି; ଆମେରିକା ଔଷଧ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେବେ

କୋରାପୁଟ: କୋରାପୁଟର ଦେଶୀ ବଇଦଙ୍କୁ ଆସିଛି ଆମେରିକାରୁ ଡାକରା । କୋରାପୁଟ ଜିଲ୍ଲାର ତେନ୍ତୁଳିଗୁଡା ଗ୍ରାମର ଆୟୁର୍ବେଦିକ ଚିକିତ୍ସକ ତଥା ଦେଶୀ ବାଇଦ ହେଉଛନ୍ତି ହରି ପାଙ୍ଗି। ଗୁପ୍ତେଶ୍ବର ଆୟୁର୍ବେଦିକ ଚିକିତ୍ସା କରନ୍ତି ହରି ପାଙ୍ଗି । ପ୍ରତିଦିନ ଏଠାକୁ ଆସନ୍ତି ବହୁ ରୋଗୀ। ବିଭିନ୍ନ ରୋଗୀ ଏଠାରେ ଭଲ ହୋଇ ଯାଉଥିବା ସେ କହିଛନ୍ତି।

ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀ ଜଟିଳ ରୋଗର ଚିକିତ୍ସା ପାଇଁ ଆସୁଛନ୍ତି। ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେ ଆମେରିକା ଔଷଧ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର