ସପ୍ଟୱେୟାର ଇଂଜିନିୟର ଶ୍ଵେତା ଉତ୍କଳ କୁମାରୀ ମୃତୁ ମାମଲା, ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଗିରଫ

The Sakala Picture
Published On

ଭୁବନେଶ୍ବର : ସପ୍ଟୱେୟାର ଇଂଜିନିୟର ଶ୍ଵେତା ଉତ୍କଳ କୁମାରୀ ମୃତୁ ମାମଲା, ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଗିରଫ। ସମ୍ବଲପୁର ଘରୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ସୌମ୍ୟଜିତଙ୍କୁ ସମ୍ବଲପୁରର ଗିରଫ କରି ଭୁବନେଶ୍ୱର ଆଣୁଚି ପୋଲିସ । ଦୀର୍ଘ 6ମାସ ପରେ ସୌମ୍ୟଜିତଙ୍କୁ ଗିରଫ କଲା ପୋଲିସ । ଶୈଳଶ୍ରୀ ବିହାର ଘରୁ ଅଗଷ୍ଟ 2022ରେ ଶ୍ଵେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ଶ୍ଵେତାଙ୍କ ବାପା, ମା, […]

ଭୁବନେଶ୍ବର : ସପ୍ଟୱେୟାର ଇଂଜିନିୟର ଶ୍ଵେତା ଉତ୍କଳ କୁମାରୀ ମୃତୁ ମାମଲା, ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଗିରଫ। ସମ୍ବଲପୁର ଘରୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ସୌମ୍ୟଜିତଙ୍କୁ ସମ୍ବଲପୁରର ଗିରଫ କରି ଭୁବନେଶ୍ୱର ଆଣୁଚି ପୋଲିସ । ଦୀର୍ଘ 6ମାସ ପରେ ସୌମ୍ୟଜିତଙ୍କୁ ଗିରଫ କଲା ପୋଲିସ । ଶୈଳଶ୍ରୀ ବିହାର ଘରୁ ଅଗଷ୍ଟ 2022ରେ ଶ୍ଵେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ଶ୍ଵେତାଙ୍କ ବାପା, ମା, ଭାଇ ଆଣିଥିଲେ ହତ୍ୟା ଅଭିଯୋଗ । ପରେ ପୋଲିସ ଏ ମାମଲାର ତଦନ୍ତ କରିଥିଲା ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

16 Feb 2023 By The Sakala

ସପ୍ଟୱେୟାର ଇଂଜିନିୟର ଶ୍ଵେତା ଉତ୍କଳ କୁମାରୀ ମୃତୁ ମାମଲା, ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଗିରଫ

ଭୁବନେଶ୍ବର : ସପ୍ଟୱେୟାର ଇଂଜିନିୟର ଶ୍ଵେତା ଉତ୍କଳ କୁମାରୀ ମୃତୁ ମାମଲା, ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଗିରଫ। ସମ୍ବଲପୁର ଘରୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ସୌମ୍ୟଜିତଙ୍କୁ ସମ୍ବଲପୁରର ଗିରଫ କରି ଭୁବନେଶ୍ୱର ଆଣୁଚି ପୋଲିସ । ଦୀର୍ଘ 6ମାସ ପରେ ସୌମ୍ୟଜିତଙ୍କୁ ଗିରଫ କଲା ପୋଲିସ । ଶୈଳଶ୍ରୀ ବିହାର ଘରୁ ଅଗଷ୍ଟ 2022ରେ ଶ୍ଵେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ଶ୍ଵେତାଙ୍କ ବାପା, ମା, ଭାଇ ଆଣିଥିଲେ ହତ୍ୟା ଅଭିଯୋଗ । ପରେ ପୋଲିସ ଏ ମାମଲାର ତଦନ୍ତ କରିଥିଲା ।

https://www.thesakala.in/latest-odisha-news/software-engineer-shweta-utkal-kumari-death-case-male-friend-soumyajit-mohapatra-arrested/article-18979
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର